ଆକ୍ସନ୍‌ ମୋଡ୍‌ରେ ପ୍ରଶାସନ, ଆଚରଣ ବିଧି ଲାଗୁ ପରେ ହଟିଲା ଦଳୀୟ ହୋଡିଂ ଓ ପୋଷ୍ଟର

ଦଶପଲ୍ଲା/ ଗଣିଆ ,୧୫/୧: - ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାପରେ ଲାଗୁ ହୋଇଛି ଆଚରଣସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ
Read More...

୧୦୭ ପୌର ପରିଷଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର : ପଂଚାୟତ ନିର୍ବାଜନ ପରେ ପୌର ନିର୍ବାଚନ ହେବା ନେଇ ପ୍ରକ୍ରିୟା ଆରମ୍ଭ । ପ୍ରକାଶ ପାଇଲା ପୌର ପରିଷଦ ଅଧ୍ୟକ୍ଷ ପଦଲାଗି ସଂରକ୍ଷଣ ତାଲିକା । ୧୦୭ ପୌର ପରିଷଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏହି
Read More...

ବଡ଼ ନିଷ୍ପତ୍ତି : ରେଲୱେ ଗାର୍ଡଏବେ “ଟ୍ରେନ ମ୍ୟାନେଜର’

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଜି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛି । ଏହି ନିଷ୍ପତ୍ତି ଅନୁଯାୟୀ,ରେଳବାଇ ଗାଡର଼୍ଙ୍କୁ ଏବେ ଆଉ ଗାର୍ଡ କୁହାଯିବନି । ସେମାନେ ଏଣିକି ଟ୍ରେନ ମ୍ୟାନେଜରଭାବେ ପରିଚିତ ହେବେ । ସେମାନଙ୍କ ପଦବୀ ନାଁରେ ଏଭଳି ପରିବର୍ତ୍ତନ ଆଣିଛି ରେଳବାଇ । ରେଳବାଇ କହିଛି ଯେ
Read More...

ମଲ୍‌ମାନଙ୍କୁ ନେଇ ଏଭଳି ରାୟ ଶୁଣାଇଲେ ହାଇକୋର୍ଟ

କୋଚି : ସହରଗୁଡ଼ିକରେ ଥିବା ଶପିଂ ମଲ୍‌ମାନେ ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖିବାକୁ ବାଧ୍ୟ । ନିଜ ମଲ୍‌ ପରିସରରେ ସେମାନେ ଏହି ବ୍ୟବସ୍ଥା କରିବେ । ବିଲଡିଂ ରୁଲ୍ସରେ ଏହି ନିୟମ ରହିଛି । କନ୍ତୁ ବହୁ ମଲ୍‌ ମାଲିକ ଏହାକୁ ମାନୁ ନାହାନ୍ତି । ସେହିପରି,ଯେଉଁମାନେ ପାର୍କିଂ ବ୍ୟବସ୍ଥା
Read More...

ନିଶ୍ଚିତ ଧ୍ୱଂସମୁଖରୁ ବର୍ତ୍ତିଗଲା ଦୁଇଟି ବିମାନ

ନୂଆଦିଲ୍ଲୀ : ଦେହ ଥରାଇଦେଲା ଭଳି ଏକ ଘଟଣା ଘଟିଥିଲା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ । ଆଉ ଟିକିଏ ଡେରି ହୋଇଥିଲେ ଧ୍ୱଂସ ପାଇଯାଇଥାନ୍ତା ଦୁଇଟି ବିମାନ ଏବଂ ଶହ ଶହ ଯାତ୍ରୀ ମୃତାହତ ହୋଇଥାନ୍ତେ । ଏହି ଦୁଇଟିଯାକ ବିମାନ ଭାରତ ଆସିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଘଟଣା ଘଟିଥିଲା ।
Read More...

କମୁଛି ସୋରିଷ ତେଲ ଦର

ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର। ନିୟନ୍ତ୍ରଣକୁ ଆସୁଛି ଖାଇବା ତେଲର ମୂଲ୍ୟ । ଖାଇବା ତେଲ ମୂଲ୍ୟରେ ହ୍ରାସ ସାଧାରଣ ଖାଉଟିକୁ ଆଶ୍ୱସ୍ତି ପ୍ରଦାନ କରିଛି । ଦୁଇରୁ ତିନି ମାସ ପୂର୍ବେ ଯେଉଁଠି ସୋରିଷ ତେଲର ଦର ଆକାଶଛୁଆଁ ଥିଲା । ଆଜି ତାହା ୧୭ରୁ ୨୨ ଟଙ୍କା ଶସ୍ତା ହୋଇଛି ।
Read More...

ଗୁହାରୀ ନ ଶୁଣିବାରୁ ନ୍ୟାୟ ଦାବି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ସୁବର୍ଣ୍ଣପୁର : ନ୍ୟାୟ ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ବୁରୋମୁଣ୍ଡା ଗ୍ରାମର ଚରିତ୍ର ନାଗଙ୍କ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଦର ବ୍ଲକ ର ବିଶିମୁଣ୍ଡା ଗ୍ରାମ ପଂଚାୟତ ଅନ୍ତର୍ଗତ ବୁରୋମୁଣ୍ଡା ଗାଁର ଚରିତ୍ର ନାଗ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଏକ ଗୋଚର ଜମିରେ ଘର
Read More...

କାମରେ ଆସୁନି ଦୁଇ କୋଟି ଟଙ୍କାର ମାର୍କେଟ ୟାର୍ଡ

ସୁବର୍ଣ୍ଣପୁର: କେଉଁଠି ଭିତ୍ତିଭୂମିର ଅଭାବ ଯୋଗୁଁ କ୍ଷତି ସହୁଛନ୍ତି ଚାଷୀ ତ କେଉଁଠି ଭିତ୍ତିଭୂମି ଥାଇ ହେଉନି ବ୍ୟବହାର । ଚାଷୀଙ୍କ ପେଟରୁ କାଟି ସରକାର ଭିତ୍ତିଭୂମିର ବିକାଶ କରୁଥିବାବେଳେ ଚାଷୀ ଭିତ୍ତିଭୂମି ଅଭାବରୁ ନାହିଁ ନଥିବା କ୍ଷତି ସହୁଛି । ସରକାର ସବୁ ଦେଖି ଚୁପ ସାଜିଥିବାବେଳେ
Read More...

ଆଉ ଅଳ୍ପ ଦିନ ପରେ ଗଣତନ୍ତ୍ର ଦିବସ : ରାଜଧାନୀରୁ ମିଳିଲା ଶକ୍ତିଶାଳୀ ବିସ୍ଫୋରକ

ଗାଜିପୁର : ସାଧାରଣତଃ ସ୍ୱାଧୀନତା ଦିବସ,ଗଣତନ୍ତ୍ର ଦିବସ,ଦିପାବଳୀ ଭଳି ଅବସରରେ ସନ୍ତ୍ରାସବାଦୀ ହମଲା ଧମକ ଆସିଥାଏ । ତେଣୁ ଏହିସବୁ ଦିବସ ଓ ଉତ୍ସବ ପୂର୍ବରୁ ପୁଲିସ ସଜାଗ ରହି କଡ଼ା ଯାଞ୍ଚ ବ୍ୟବସ୍ଥା କରିଥାନ୍ତି । କିନ୍ତୁ ଏଥର ଗଣତନ୍ତ ଦିବସ ପାଖେଇ ଆସୁଥିବା ବେଳେ ପୁଳିସର ସେହିପରି
Read More...

୪୦ ଲିଟର ମହୁଲି ମଦ ଜବତ, ଜଣେ ଗିରଫ

ଘୁ ଉଦୟଗିରି : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତା' ପୂର୍ବରୁ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ନିମନ୍ତେ ନିର୍ବାଚନ କମିଶନର ସ୍ପଷ୍ଟ କରିଥିବା ବେଳେ ସ୍ଥାନୀୟ ଆଇଆଇସି ରେବତୀ ଶବରଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବଣ୍ଟି
Read More...