କୁନି ଝିଅର ଉଚ୍ଚ ଆକାଂକ୍ଷା, ମୁଁ ଜଜ୍ ହେବି ମ୍ୟାଡମ !
ପାଟଣାଗଡ଼ : ମୁଁ ଜଜ୍ ହେବି ମ୍ୟାଡମ,ଅପରାଧୀମାନଙ୍କୁ ଉଚିତ୍ ଦଣ୍ଡଦେବି । ଏମିତି କହିଥିବା ଏକ କୁନି ଝିଅକୁ ନିଜର ସିଟ୍ ରେ ବସାଇ ତହସିଲଦାର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ!-->…
Read More...
Read More...