ମିସ ୱାର୍ଲଡ-୨୦୨୧ ସ୍ଥଗିତ, ଭାରତର ମାନସାଙ୍କ ସମେତ ୧୭ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଅଟକିଛି ମିସ୍‌ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ଫାଇନାଲ Puerto Ricoରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ
Read More...

ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା

ଫୁଲବାଣୀ: ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ଥିବା ଇକୋ କ୍ଲବ ତରଫରୁ ପ୍ରତି ବର୍ଷ ପରିବେଶ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ, ବୃକ୍ଷରୋପଣ ଏବଂ ତା'ର ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ସେହିପରି ଏ ବର୍ଷ ମଧ୍ୟ ଚଳିତ ମାସ ଡ଼ିସେମ୍ବର ପହିଲାରେ
Read More...

ନିଲାମ ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌, ମିଳିପାରେ ଦେଢକୋଟି ଟଙ୍କା

ନୂଆଦିଲ୍ଲୀ : ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଦୁନିଆର ପ୍ରଥମ ଏସ୍‌ଏମ୍‌ଏସ୍‌କୁ ନିଲାମ କରିବାକୁ ଯାଉଛି । ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌ ୧୪ ଟି ଶବ୍ଦ ବିଶିଷ୍ଟ ଥିଲା ଏବଂ ଏହା ୧.୫ କୋଟିରୁ ଅଧିକ ମୂଲ୍ୟରେ ନିଲାମ ହେବ ବୋଲି ଆଶା କରାଯାଉଛି । କମ୍ପାନୀ କହିଛି ଯେ ଏହି ଏସ୍‌ଏମ୍‌ଏସକୁ ଏକ
Read More...

ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିବ ଭାରତ : ଗାଙ୍ଗୁଲି

କୋଲକତା : ଟିମ୍‌ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ କୌଣସି ଟେଷ୍ଟ ସିରିଜ୍‌ ଜିତି ନାହିଁ, କିନ୍ତୁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି ଅନୁଭବ କରୁଛନ୍ତି ଯେ ଦଳ ଏଥର ଏହି ପରମ୍ପରା ଭାଙ୍ଗିପାରେ । ଗାଙ୍ଗୁଲି ଅନୁଭବ କରିଛନ୍ତି ଯେ ଏଥର
Read More...

ପିଏମ୍‌ ମୋଦିଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ : ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ "ନଗାଦା ପେଲ ଗି ଖୋରଲୋ' ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିବାକୁ ଭୁଟାନ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ଷ
Read More...

ଓମିକ୍ରନ | ଦେଶରେ ମାଡିଚାଲିଛି ଓମିକ୍ରନ

ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି ଓମିକ୍ରନ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢୁଛି ଭୟ ।ଗୁରୁବାର ପୁଣି କର୍ଣ୍ଣାଟକରେ ଓମିକ୍ରନର ୫ ଜଣ ଏବଂ ହାଇଦ୍ରାବାଦରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୭କୁ ବୃଦ୍ଧି ପାଇଛି
Read More...

ଆଜି କୋର୍ଟରେ ହାଜର ହେବେ ସବ୍ୟସାଚୀ ଓ ଆଜାଦ୍‌

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଘଟିଥିବା ମାଓ ଆକ୍ରମଣବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଦଶପଲ୍ଲାଠାରୁ ମାଓବାଦୀମାନେ ଏକ ଗ୍ୟାରେଜରୁ ଟାୟାର ନେଉଥିବାବେଳେ ଦଶପଲ୍ଲାର ବେଠିସ୍‌ ବେହେରା ବାଧା ସୃଷ୍ଟି କରିଥିଲେ । ଯାହା ଫଳରେ ମାଓବାଦୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି
Read More...

ବୌଦ୍ଧ ଏନଏସି ରେ କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା

ବୌଦ୍ଧ,୧୬ା୧୨ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ
Read More...

ଗଡ଼ଜାତ ମହୋତ୍ସବ ର ଦ୍ୱିତୀୟ ଦିନରେ ଗୋପାଳନ ଓ କୃଷି କର୍ମଶାଳା

ବୌଦ୍ଧ,୧୬/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଦ୍ୱିତୀୟ ଦିନରେ ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରୁ ବହୁସଂଖ୍ୟକ ଗୋପାଳକ ଓ କୃଷକ ମାନଙ୍କୁ ନେଇ"ଗୋପାଳନ ଓ କୃଷି କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି । ବାଉଁଶୁଣୀର ପ୍ରାଣୀ ଚିକିତ୍ସକ ଶ୍ରୀ
Read More...

ଏକଥରକରେ ନିଯୁକ୍ତି ପାଇଲେ ୬୨୩୧ ଜଣ ଶିକ୍ଷକ

ଭୁବନେଶ୍ବର : ରାଜ୍ୟର ଶିକ୍ଷା ଇତିହାସରେ ଆଜି ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ । ନବୀନ ଓଡିଶା ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ – ଏହି ଦୁଇଟିଯାକ କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଆସିଛନ୍ତି। ସାରା ରାଜ୍ୟର ସବୁ
Read More...