ମିହିର ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକସଭା
ପାରଳାଖେମୁଣ୍ଡି : ଓଡ଼ିଆ ଚଳଚ୍ଚିତ୍ର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରାଜାଙ୍କ ମହଲ ଠାରେ ତାଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଆୟୋଜିତ ହୋଇଥିଲା । ତାଙ୍କ ଆତ୍ମାର ସତଗତି!-->…
Read More...
Read More...