ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ

ପୁରୀ : ପୁରୀ ସହରର ଉପଭୋକ୍ତାମାନଙ୍କ ଘରେ ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏବେ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ
Read More...

ବଜ୍ରାଘାତରେ ବିଧବାଙ୍କ ମୃତ୍ୟୁ, ବେସାହାରା ହେଲେ ଭାଇଭଉଣୀ

କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚୟତ ଜାମକି ଗାଁର ୪୫ ବର୍ଷୀୟ ବିଧବା ମହିଳା ନୃପତି ମାଂଝିଙ୍କ ବଜ୍ରାଘାତରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାକ୍ରମେ ରବିବାର ଦିନ ନିଜ କ୍ଷେତରୁ ଘରକୁ ଫେରୁଥିବା ବେଳେ ଗାଁରୁ ୨୦୦ ମିଟର ଦୂରତାରେ ଥିବା ସମୟରେ ଜୋର
Read More...

ବିଶ୍ୱ ବିଦ୍ୟାଳୟରେ ଆତଙ୍କ ଖେଳାଇଲେ ବନ୍ଧୁକଧାରୀ : ୮ ମୃତ, ୧୦ ଆହତ

ମସ୍କୋ: ସୋମବାର ସକାଳେ ଋଷର ପର୍ମ ସହରର ଏକ ବିଶ୍ୱବିଦ୍ୟାଳୟରେ ଜଣେ ବନ୍ଧୁକଧାରୀ ଆତଙ୍କ ଖେଳାଇଛନ୍ତି । ତାଙ୍କ ଗୁଳିରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।ପର୍ମ ଷ୍ଟେଟ ୟୁନିଭରସିଟିର ସୂଚନା ଅନୁଯାୟୀ ଅଜ୍ଞାତ ଅପରାଧୀ ଏକ ମାରାତ୍ମକ
Read More...

ହାତ କାଟିଦେଲେ ଛାତ୍ରୀ

ଭୁବନେଶ୍ୱର: ଉଚିତ୍ ମୁଲ୍ୟାୟନ ଦାବିରେ ସିଏଏସଇ ସାମନାରେ ହାତ କାଟିଦେଲେ ଛାତ୍ରୀ । ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରୀ ଜଣ ହାତ କାଟିଦେଇଛନ୍ତି । ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ ଦାବିରେ
Read More...

ମରାମତି ପାଇଁ ତିନିଦିନ ବନ୍ଦ ରହିବ ହୀରାକୁଦ ରୋପୱେ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବିହଙ୍ଗମ ଦୃଶ୍ୟ ଉପଭୋଗ କରିବା ଏକ ବିରଳ ଅନୁଭୂତି । ଏଣୁ ଜବାହର ଉଦ୍ୟାନ ଓ ଗାନ୍ଧୀ ମୀନାର ମଧ୍ୟରେ ସଞ୍ଚାଳିତ ରୋପୱେ ସେଠାକୁ ପ୍ରତିଦିନ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର ଏକ ମୁଖ୍ୟକେନ୍ଦ୍ର ରୂପେ ଲୋକପ୍ରିୟ । ଏହାର ଦୈନନ୍ଦିନ ରକ୍ଷଣାବେକ୍ଷଣ ଓ
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ଦୃଢ ଦାବିଦାର : ବାବୁଲ ସୁପ୍ରିଓ

କୋଲକତା : ଭାରତୀୟ ଜନତା ପାର୍ଟି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ଆଜି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ବୌଠକ ପୂର୍ବରୁ ସେ ମମତାଙ୍କୁ ୨୦୨୪ ରେ ବିରୋଧୀଙ୍କ ଚେହେରା ବୋଲି ବର୍ଣ୍ଣନା କରିଛନ୍ତି ।ବାବୁଲ ସୁପ୍ରିଓ
Read More...

ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ପ୍ରସାଦ ନାୟକଙ୍କ ପରଲୋକ

ସମ୍ବଲପୁର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ତଥା ଦୈନିକ ଅଗ୍ନିଶିଖାର ମୁଖ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ ୯୭ବର୍ଷ ବୟସରେ ଗତସନ୍ଧ୍ୟା ୭ଟା ସମୟରେ ପରଲୋକ ଘଟିଛି । ଆଜି ସକାଳେ ସ୍ଥାନୀୟ ରାଜଘାଟ ଶ୍ମଶାନରେ ତାଙ୍କ ଦାହ ସଂସ୍କାର ଓ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ
Read More...

ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ
Read More...

ଏହି ଦୁଇ ଖେଳାଳିଙ୍କୁ ବିଜୟର ଶ୍ରେୟ ଦେଲେ ଧୋନୀ

ଦୁବାଇ : ଓପନର ଋତୁରାଜ ଗାଏକ୍ୱାଡ ଅପରାଜିତ ଅର୍ଦ୍ଧଶତକ ଓ ଡ୍ୱେନ ବ୍ରୋଭୋଙ୍କ ତୁଫାନୀ ଇନିଂସ ବଳରେ ଆଇପିଏଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ହରାଇବା ପରେ ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହିଦୁଇ ବ୍ୟାଟ୍ସମ୍ୟାନଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ସେ
Read More...

ବାରହା ଆକ୍ରମଣରେ ଜଣେ ଗୁରୁତର

ଗଞ୍ଜାମ: ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ବିଟ ଅନ୍ତର୍ଗତ ପାଲକାଟୁ ଗ୍ରାମରେ ବାରହା ଆକ୍ରମଣରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ଯୋଗୀ ଭୂୟାଁ (୫୦) । ସୂଚନା ପ୍ରକାରେ ଯୋଗୀ ବିଲରେ କାମ କରୁଥିବା ବେଳେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ବାହାରି ଆସି
Read More...