ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା : ବାଲିଗୁଡ଼ା ସବ୍ ଜେଲରୁ ଫେରାର କଏଦୀ ବ୍ରହଣୀଗାଁ ଜଙ୍ଗଲରୁ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଗତ ୧୩ ତାରିଖରେ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ । ଘଞ୍ଚ ଜଙ୍ଗଲ ମଝିରେ କୁଡ଼ିଆ କରି ଲୁଚିଥଲା ଫେରାର କଏଦୀ ଟୁକୁନା ମାଳୀ । ଦିନ ଦ୍ୱି ପହରରେ ପୋଲିସକୁ ଚକମା ଦେଇ ଫେରାର୍!-->…
Read More...
Read More...