ଟ୍ରକ ସହ ବାଇକ ଧକ୍କା, ଦୁଇ ଗୁରୁତର
କୋରେଇ: ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଯାଜପୁରରୋଡ ରାସ୍ତାର ଟାଟା ମୋଟର ନିକଟରେ ବୁଧବାର ରାତ୍ରୀ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ଟ୍ରକ ଓ ବାଇକକୁ ଜବତ କରିବା ସହ ଆହତ!-->…
Read More...
Read More...