ଦଶପଲ୍ଲା ଏନ୍‌ଏସିର ସ୍ୱଚ୍ଛତା ରାଲି

ଦଶପଲ୍ଲା : ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କରଙ୍କ ସଂଯୋଜନାରେ ଏକ ସ୍ୱଚ୍ଛତା ରାଲି ମାଧ୍ୟମରେ ଜନ ସାଧାରଣଙ୍କୁ ସ୍ୱଚ୍ଛତା ସଂପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଯାଇଥିଲା । ଲୋକେ କିପରି ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବେ ଫଳରେ ବିଭିନ୍ନ
Read More...

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ

ଭୁବନେଶ୍ୱର ୨: ପଞ୍ଚାୟତ ନିର୍ବାଚନ ପାଇଁ ଚିହ୍ନ ଆସିଲା । ଚିହ୍ନଗୁଡିକ ସମ୍ପର୍କରେ ଅବଗତ କରାଗଲା। ରାଜ୍ୟ ନିର୍ବାଚନ କମିଶନର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଖବର ଅନୁଯାୟୀ, ଆଉ କିଛି ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ
Read More...

ଖଣ୍ଡିଦେଉଳି ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ,ଶିକ୍ଷା ହେଉଛି ପ୍ରଗତିର ଚାବିକାଠି : ସୂର୍ଯ୍ୟ ନାରାୟଣ…

ଗଂଜାମ: ଶିକ୍ଷାହେଉଛି ପ୍ରଗତିର ଚାବିକାଠି । ଏଣୁ ଶିକ୍ଷାର ବିକାଶ ପାଇଁ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ପାଇଁ ବର୍ତ୍ତମାନ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ସ୍ମାର୍ଟ ବିଜ୍ଞାନ ଗାର, ସହିତ ଉନ୍ନତ ଶୌଚାଳୟ ମାନ ସୁବନ୍ଦବସ୍ତ କରି ଭିତ୍ତିଭୂମିର ବିକାଶ ପ୍ରତି ଧ୍ୟାନ
Read More...

କିଆକଟା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ, ଚିନ୍ତାରେ ଚାଷୀ

କିଆକଟା : ଚାଷୀକୁ ଚିନ୍ତା ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ । ଖଳା ଓ ଚାଷ ଜମିରେ ପଡି ରହିଥିବା ଧାନ ପ୍ରତି ଅଧିକ ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା ଓ କୁଆପଥର ମାଡ । ଗତକାଲି ସଂଧ୍ୟା ୯ଟା ବେଳେ ବର୍ଷା ସାଙ୍ଗକୁ କୁଆପଥର ମାଡ ହୋଇଥିଲା । ପ୍ରାୟ ଅଧଘଂଟା ଧରି ବର୍ଷା ଫଳରେ ଚାଷୀଙ୍କ
Read More...

ଟିମ୍‌ ଇଣ୍ଡିଆ ବିଜୟରେ ବାଧକ ସାଜିପାରେ ବର୍ଷା, ଆଜି ଏମିତି ରହିଛି ପାଣିପାଗ

ମୁମ୍ବାଇ ୩୦।୧୨: ସେଞ୍ଚୁରିୟାନ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଜାରି ରହିଛି । ଆଜି ପ୍ରଥମ ଟେଷ୍ଟର ପଞ୍ଚମ ଦିନ । ବିଜୟ ପାଇଁ ଭାରତକୁ ୬ ଓ୍ୱିକେଟ୍‌ର ଆବଶ୍ୟକତା ଥିବା ବେଳେ ଶେଷ ଦିନରେ ବିଜୟ ପାଇଁ ୨୧୧ରନ୍‌ର ଟାର୍ଗେଟ ପିଛା କରିବ ସାଉଥ ଆଫ୍ରିକାକୁ। ତେବେ ଭାରତ ବିଜୟ ଦ୍ୱାର
Read More...

ବରିଷ୍ଠ ପୁଲିସସ୍ତରରେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ପକ୍ଷରୁ
Read More...

ଜାନୁଆରୀ ପହିଲାରେ ପିଏମ-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ନବବର୍ଷ (ଜାନୁଆରୀ ୧) ଦିନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଜରିଆରେ ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥି କୃଷକ ପରିବାରଙ୍କୁ ୨୦,୦୦୦ କୋଟିରୁ ଅଧିକ ରାଶିର ହସ୍ତାନ୍ତର
Read More...

ବୌଦ୍ଧ ଆଦର୍ଶ ଥାନା ଆଇ.ଆଇ.ସି. ତପସ୍ୱିନୀ କଁଅରଙ୍କ ଡି.ଏସ.ପି ପାହ୍ୟାକୁ ପଦୋନ୍ନତି

ବୌଦ୍ଧ,୨୯/୧୨- ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୪୬୧୮୮ ତା.୨୮.୧୨.୨୦୨୧ରେ ରାଜ୍ୟ ପୋଲିସ ବିଭାଗର କାର୍ଯ୍ୟରତ ୫୯ଜଣ ଇନ୍ସପେକ୍ଟର ଡି.ଏସ.ପି. ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ପ୍ରକାଶିତ ତାଲିକାରେ ବୌଦ୍ଧ ଆଦର୍ଶଥାନା ଆଇ.ଆଇ.ସି. ତପସ୍ୱିନୀ କଁଅରଙ୍କ ପଦୋନ୍ନତି ପରେ
Read More...

ଜିଲ୍ଲାପାଳଙ୍କ ବେସରକାରୀ ହସ୍ପିଟାଲ ଗସ୍ତ

ପୁରୀ- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବେସରକାରୀ ହସ୍ପିଟାଲ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରିଛନ୍ତି । ବାଲିଘାଟସ୍ଥିତ ରମାମଣୀ ହସ୍ପିଟାଲ ଗସ୍ତକରି ଜିଲ୍ଲାପାଳ ସେଠାରେ ଚିକିତ୍ସିତ ୩ ଜଣ ରୋଗୀଙ୍କ ସହ
Read More...

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଦାନ

ପୁରୀ : ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଶ୍ରୀ ସୁବ୍ରତ ରଥ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀଜିତେନ୍ଦ୍ର କୁମାର ସାହୁ ଏବଂଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା ମହୋଦୟଙ୍କୁ ଭେଟି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦେଶ୍ୟରେ ୫ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ
Read More...