ଦଶପଲ୍ଲାରେ ରାଜନୈତିକ ଉଷ୍ମତା, ଆରମ୍ଭ ହେଲାଣି ଅଙ୍କକଷା

ଦଶପଲ୍ଲା : -ସାନି ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ ନିର୍ବାଚନ ପାଇଁ ମାଳ ମାଳ ଆଶାୟୀ ଯୋଦ୍ଧା ଏବେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ପାଗ,ଶିରପା ଭିଡିଲେଣି । ଗାଁ ଗାଁ ରେ ଏବେ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ,ସମିତି ସଭ୍ୟ ଆଦି ଆସନରେ ବିଜୟୀ ହେବା ପାଇଁ ଗୋଟିଏ ଦଳର
Read More...

ସେବାର ଅନ୍ୟନାମ ଅନନ୍ୟା ଫାଉଣ୍ଡେସନ

ଦଶପଲ୍ଲା : ବନ୍ୟା,ବାତ୍ୟା ଝଡି, ବଢି କିମ୍ବା ଅନାଥ ଲୋକଙ୍କ ପାଇଁ ସହାୟତା, ସବୁ କ୍ଷେତ୍ରରେ ଅନନ୍ୟା ଫାଉଣ୍ଡେସନ ସେବା ମନୋବୃତ୍ତି ନେଇ ସହାୟତାର ହାତ ବଢାଇ ଚାଲିଛି । ଏଇ ଦୁଇଦିନ ତଳେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର କୁମାର ରାଉତ ହଠାତ୍‌ ଦିନେ ମୁଣ୍ଡ ବୁଲାଇ ତଳେ
Read More...

ଜିଲ୍ଲାରେ ପ୍ରଥମ ସ୍ଥାନରେ କୃତୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ୨୦୨୦-୨୦୨୧ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ପରୀକ୍ଷା ଏବଂ କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ
Read More...

ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ) ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସମେତ ଜିଲ୍ଲାସ୍ତରୀୟ
Read More...

ଜିଲ୍ଲାପାଳ ଓ ଏସ୍‌ପିଙ୍କ ବିଭିନ୍ନ ଚିକିତ୍ସାଳୟ ପରିଦର୍ଶନ,ଚିକିତ୍ସିତ ହେଉଥିବା ବିଏସ୍‌କେୱାଇ କାର୍ଡଧାରୀମାନଙ୍କ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଆଜି ଜିଲ୍ଲାର ଗୋଷାଣୀ ବ୍ଲକ, କାଶୀନଗର ବ୍ଲକ ସମେତ ପାରଳାଖେମୁଣ୍ଡି ସହରରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ
Read More...

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀକୁ ସହାୟତା ରାଶି ବଣ୍ଟନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଧାମନଡ଼ଙ୍ଗା ପଂଚାୟତରେ ସମ୍ପୃକ୍ତି କରୋନା ପରିସ୍ଥିତି ସମୟରେ ଜୀବନ ଜୀବିକା ଦୃଷ୍ଟିରୁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ର ସ୍ୱତନ୍ତ୍ର ରାଶି ପ୍ରଦାନ କରାଯାଇଛି । ୱାର୍ଡ
Read More...

ବଦଳିପାରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ବର: ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବା ନିଷ୍ପତ୍ତି । ଏ ନେଇ ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି । ଡିଏମଇଟି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା
Read More...

ଏହି ସମୟରେ ପିଲାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ୧୫ରୁ ୧୮ ବର୍ଷର ପିଲାଙ୍କ ପାଇଁ ଡ଼େଡ଼ିକେଟେଡ଼ ସାଇଡ଼ ଖୋଲିବା ସହିତ ସେଠାରେ ଦିନ ତମାମ ଟିକାକରଣ ଜାରି ରହିବ । ଯେଉଁ ଟିକାକରଣ କେନ୍ଦ୍ର ଗୁଡ଼ିକ ପୂର୍ବରୁ ଅଛି
Read More...

ଭୁଷୁଡିଲା ସୁନା ଖଣି, ୩୮ଶ୍ରମିକ ମୃତ

ସୁଦାନ : ଭୁଷୁଡିଲା ସୁଦାନର ପଶ୍ଚିମ କୋର୍ଡୋଫାନ୍ ଅଞ୍ଚଳରେ ଥିବା ସୁନା ଖଣିି । ଫଳରେ ମାଟି ତଳେ ଚାପିହୋଇ ଚାଲିଗଲା ୩୮ ଶ୍ରମିକଙ୍କ ଜୀବନ । ତେବେ ଏହି ଅଞ୍ଚଳକୁ ନିଷେଧ କରାଯାଇଥିଲେ ବି ସ୍ଥାନୀୟ ଖଣି ମାଲିକ ଏହାକୁ ଖୋଳିବାକୁ ଶ୍ରମିକ ଲଗାଇଥିଲେ । ଫଳରେ ଏପରି ଅଘଟଣ ଘଟିଥିବା କହିଛନ୍ତି
Read More...

ଗର୍ଜନରେ ବ୍ଳକ ସ୍ତରୀୟ ପାରମ୍ପରିକ ବୈଦ୍ୟ ସମ୍ମିଳନୀ

ପାଟଣାଗଡ଼ : କୋଶଳ ଗନ୍ଧମାର୍ଦ୍ଧନ ବୈଦ୍ୟ ମହାସଂଘ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ରେଙ୍ଗାଲଜୁରୀର ମିଳିତ ଆନୁକୁଲ୍ୟରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ ବଲାଙ୍ଗୀର ବ୍ଳକ ଗର୍ଜନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ କଂଗ୍ରେସ ସଭ୍ୟ ସୋମେରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ପଶ୍ଚିମ ଲୋକକଳା
Read More...