କଂଗ୍ରେସର ପ୍ରତିଷ୍ଠା ଦିବସରେ ଅସହାୟଙ୍କୁ କମ୍ବଳ ବଣ୍ଟନ

ବୌଦ୍ଧ,୨୮/୧୨- ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସରେ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ପରାମର୍ଶକ୍ରମେ ଜିଲ୍ଲାର ୨ଶହ ଅସହାୟ, ଅକର୍ମଣ୍ୟ ଏବଂ ବୃଦ୍ଧ/ବୃଦ୍ଧା ମାନଙ୍କୁ କଂଗ୍ରେସ କର୍ମୀ ମାନଙ୍କ ଦ୍ୱାରା ଚି଼ହ୍ନଟ କରାଯାଇ ଚନ୍ଦନ ନଗର, ବଡ଼ ବାଗବର,
Read More...

ସ୍ବଚ୍ଛ ସର୍ବେକ୍ଷଣ ନିମନ୍ତେ ବ୍ରାଣ୍ତ ଆମ୍ବାସଡର ଘୋଷଣା

ପୁରୀ- ପୁରୀ ସହରକୁ ସ୍ବଚ୍ଛ ରଖିବା ସହ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ଧାମକୁ ଏକ ନମ୍ବର କରିବା ନିମନ୍ତେ ପ୍ରଶାସନ ଅଣ୍ଟା ଭିଡିଛି । ସହରର ସବୁ ବର୍ଗ ମଧ୍ୟରେ ସଚେତନ ସୃଷ୍ଟି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ରାଣ୍ତ ଆମ୍ବାସାଡର ଓ ପୃଷ୍ଠପୋଷକଙ୍କ ନାମ ଘୋଷଣା କରାଯାଇଛି । ଜାତୀୟ
Read More...

ମୋ ସରକାର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ
Read More...

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଦଳର ୧୩୭ତମ ପ୍ରତିଷ୍ଠା ଦିବସ ପାଳନ କରାଯିଇଛି । ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦଳୀୟ ପତାକା ଉତ୍ତୋଳନ
Read More...

ଜିଲ୍ଲା ସ୍ତରୀୟ ଯୁବ ସମାବେଶର ଚତୁର୍ଥ ପର୍ଯ୍ୟାୟ ସେବାଦଳ ତାଲିମ ଶିବିର

ସୁବର୍ଣ୍ଣପୁର: ଶ୍ରୀ ସତ୍ୟ ସାଇ ସେବା ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁବ ସମାବେଶ (ଚତୁର୍ଥ ପର୍ଯ୍ୟାୟ )ଡୁଙ୍ଗୁରିପାଲି ସ୍ଥିତ ଅଇଁଲାସାରି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଗୋଷ୍ଠୀ ଭବିଷ୍ୟତ ଭାରତର ଭାଗ୍ୟ ନିୟନ୍ତା । ଭାରତ ନିର୍ମାଣ ଯୋଜନାରେ ଅଂଶ ଗ୍ରହଣ କରି
Read More...

ସମନ୍ୱିତ ରୋଗ ପୋକ ପରିଚାଳନା କୃଷକ ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ ର ଆର ପଡିକିଆ ଗ୍ରାମରେ ଦୁଇଦିନିଆ ଧାନଗଛ ସମନ୍ୱିତ ରୋଗ ପୋକ ପରିଚାଳନା ଓ ନିୟନ୍ତ୍ରଣ ପଦ୍ଧତି ଓ ରସାୟାନିକ ବିଷୟରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅଧିନ ଏମଏସ
Read More...

ଆଗାମୀ ରଣନୀତି ପ୍ରସ୍ତୁତି ଚୁଡ଼ାନ୍ତ କରିବା ନେଇ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ୱତନ୍ତ୍ର ବୈଠକ

ଗଞ୍ଜାମ : ବ୍ରହ୍ମପୁର ମହାନଗର ସନ୍ନିକଟ ଅଞ୍ଚଳ ଏବଂ ପାର୍ଶ୍ୱବର୍ତ୍ତୀ ପଞ୍ଚାୟତକୁ ମହାନଗର ନିଗମରେ ସାମିଲ କରିବା ଉଦ୍ଦେଶ୍ୟରେ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ନୂତନ ମନୋନୀତ କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଜରୁରୀ ବୈଠକ
Read More...

ଜାନୁଆରୀ ୧୧ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ହେବ ରଥକାଠ ଅନୁକୂଳ

ଦଶପଲ୍ଲା: ଆସନ୍ତା ୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ସକାଶେ ରଥକାଠ ଅନୁକୂଳ ପୂଜା ଶୁଭାରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ପ୍ରତିବର୍ଷ ପାରମ୍ପରିକ ଭାବେ ରଥକାଠ ସଂଗ୍ରହ ପାଇଁ
Read More...

ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ

ଭୁବନେଶ୍ୱର,୨୮/୧୨(ହୀ.ପ୍ର): ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରୁ ରାଜ୍ୟର ସମସ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ
Read More...

ଭାରତରେ ଆଉ ଦୁଇ କୋଭିଡ ଟିକାକୁ ମିଳିଲା ଅନୁମତି; ସେପଟେ ଓମିକ୍ରନ୍ ମାମଲା ୬୫୩କୁ ବୃଦ୍ଧି

ନୂଆଦିଲ୍ଲୀ ୨୮/୧୨: ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ମଙ୍ଗଳବାର ଦିନ କୋଭୋଭାକ୍ସ ଏବଂ କର୍ବେଭାକ୍ସ କୋଭିଡ ଟିକା ଏବଂ ଆଣ୍ଟି-ଭାଇରାଲ ଔଷଧ ମଲନପୁପିରୀର ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ
Read More...