କରୋନା ଯୋଗୁଁ ବନ୍ଦ ହୋଇଗଲା ସିନେମା ହଲ୍‌; ବିରୋଧରେ ସ୍ବର ଉତ୍ତୋଳନ କଲେ ଜନତା

ବ୍ରସେଲ୍ସ ୨୮/୧୨: ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କୋଭିଡ-୧୯ କଟକଣାକୁ ଏବେ ପ୍ରାଥମିକତା ଦିଆଯାଉଛି। ଏଥି ପାଇଁ ସରକାର ମାନେ ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି। ଓମିକ୍ରନ୍‌ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାର‌େ। ଏହାରି ମଧ୍ୟରେ ବେଲଜିୟମର
Read More...

ଛାଡପତ୍ର ପରେ ପ୍ରଥମ ଥର ଏକାଠି ନଜର ଆସିଲେ ନାଗା-ସାମନ୍ଥା

ମୁମ୍ବାଇ : ସାଉଥ୍ ଅଭିନେତ୍ରୀ ସାମନ୍ଥା ଏବଂ ସୁପରଷ୍ଟାର୍ ନାଗା ଚୈତନ୍ୟ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କପଲ୍ ମାନଙ୍କ ମଧ୍ୟରେ ଜଣେ ଥିଲେ। ସେମାନଙ୍କ ଛାଡପତ୍ର ଖବରରେ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଥିଲା। ଦୁହେଁ ଛାଡପତ୍ର ଘୋଷଣା କରିବା ପରେ ଅଲଗା ହୋଇଯାଇଥିଲେ। ଏପରିକି ସେମାନଙ୍କୁ କୌଣସି
Read More...

ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର
Read More...

ମହାରାଜା ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ରମାନଙ୍କ ବନ୍ଧୁ ମିଳନ

ସୁବର୍ଣ୍ଣପୁର: ସ୍ଥାନୀୟ ମେହେର ପାର୍କ୍ସରେ ମହାରାଜା ହାଇସ୍କୁଲର ୧୯୭୬ ବ୍ୟାଚର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଏହି ବ୍ୟାଚର ୫୨ଜଣ ପୁରାତନଛାତ୍ର ଯୋଗଦାନ କରିଥିଲେ । ଏହିଅବସରରେ ସଂଘର ସଂଯୋଜକ ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ସଭାର
Read More...

ସିମନବାଡିରେ ବିଜେଡିର ମିଶ୍ରଣ ପର୍ବ, ବିଜେପି କଂଗ୍ରେସ ଛାଡ଼ି ସାମିଲ ହେଲେ ୮୦ରୁ ଉର୍ଦ୍ଧ୍ୱ କର୍ମୀ

ବାଲିଗୁଡ଼ା: ଭାଙ୍ଗୁଛି ବିରୋଧିଙ୍କ ଗଡ଼, ବଢ଼ୁଛି ବିଜେଡ଼ିର ବଳ । ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କର୍ମୀମାନଙ୍କର ଦଳ ବଦଳ ସେତିକି ବୃଦ୍ଧି ପାଉଛି କନ୍ଧମାଳ ଜିଲ୍ଲା ଘୁ-ଉଦୟଗିରି ନିର୍ବାଚନ ମଣ୍ଡଳୀ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଂଚାୟତର ୮୦ରୁ ଉର୍ଦ୍ଧ୍ୱ ବିଜେପି କଂଗ୍ରେସ
Read More...

କଂଗ୍ରେସ ପ୍ରତିଷ୍ଠା ଦିବସରେ ଖସିଗଲା ଦଳୀୟ ପତାକା,ଉତ୍ତୋଳନ କରୁଥିଲେ ସୋନିଆ ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ :ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ଆଜି ଅର୍ଥାତ୍‌ ୨୮ ଡିସେମ୍ବରରେ ପାଳିତ ହେଉଛି । ଏହି ଅବସରରେ ଦଳର ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ । ଯେତେବେଳେ ପାର୍ଟି
Read More...

ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ ସରକାର

ଭୁବନେଶ୍ବର ୨: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଖୁବ ଶୀଘ୍ର ସରକାର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ । ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛି ପଞ୍ଚାୟତିରାଜ ବିଭାଗ । ଏବେ ସରପଞ୍ଚ ସମିତି ସଭ୍ୟ ଇତ୍ୟାଦି ତାଲିକା ପ୍ରକାଶ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ମକରନ୍ଦ ବେଉରାଙ୍କ ଯୋଗଦାନ

ଦଶପଲ୍ଲା :ନୟାଗଡ଼ ଜିଲ୍ଲାରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ମକରନ୍ଦ ବେଉରା ଯୋଗ ଦେଇଛନ୍ତି । ସେ ଏଥିପୂର୍ବରୁ କୋରାପୁଟ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ବେଳେ ନୟାଗଡ଼ ଜିଲ୍ଲା ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ସମସ୍ୟା ସମ୍ପର୍କରେ ଜାଣି
Read More...

ପଲ୍ଲିଶ୍ରୀ ମେଳା -୨୦୨୧ ଉଦଯାପିତ : ୪ ଦିନରେ ୪୮ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟବସାୟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ ଜିଲ୍ଲାସ୍ତରୀୟ ୪ ଦିନିଆ ପଲ୍ଲିଶ୍ରୀ-ମେଳା -୨୦୨୧ ରବିବାର
Read More...

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ଫାଇଲିଂ କେନ୍ଦ୍ର ଉଦ୍‌ଘାଟିତ

ନବରଙ୍ଗପୁର : ଓଡ଼ିଶା ଉଚ୍ଚ଼ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର ନବରଙ୍ଗପୁରକୁ ଦିନିକିଆ ଗସ୍ତରେ ଆସି ନୂତନ କୋଠା ଗୃହ ପରିଦର୍ଶନ କରିଥିଲେ । ଗତକାଲି ପୂର୍ବାହ୍ନ ୧୦ଟାରେ ଜୟପୁର କୋର୍ଟରୁ ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ (ଜୟପୁର)ର ଇ-ଫାଇଲିଂ କେନ୍ଦ୍ର ଗୁଡିକୁ ଅନ୍‌
Read More...