ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ
Read More...

ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ

ପୁରୀ,୨୭/୧୨- ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ପୁନଃବାସ ଓ ପୁନଃଥଇଥାନ ପାଇଁ ପ୍ରସ୍ତୁତ ଚିଠା ଉପରେ ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି-୧ ମୌଜା ନିମନ୍ତେ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଉପ ଜିଲ୍ଲାପାଳ ତଥା ପ୍ରଶାସକ ଶ୍ରୀ
Read More...

ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ

ସୁବର୍ଣ୍ଣପୁର,୨୭/୧୨- ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ବିଭାଗ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ ମଣ୍ଡଳୀ
Read More...

କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ଆହତ

ପୁରୀ,୨୭/୧୨- କଟକ ପରେ ଆଜି ପୁରୀରେ ମାଞ୍ଜା ସୂତା ଲାଗି ଜଣେ ଆହତ ହୋଇଥିବା ଜଣାପଡିଛି । ନିଜ ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବାବେଳେ ଗୁଡି ସୂତା ବେକରେ ଲାଗି ଜଣେ ଆହତ ହୋଇଛନ୍ତି । ପୁରୀ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ବେକରେ ଗୁଡି ସୂତା ଲାଗି
Read More...

ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା, ଜମୁଛି ବେପାର

ଦଶପଲ୍ଲା: ନୟାଗଡ଼ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ମହୋତ୍ସବ ପଡ଼ିଆରେ ଗତ ୨୪ ତାରିଖରୁ ଚାଲୁ ରହିଛି । ପ୍ରଥମ ଦୁଇ ଦିନରେ ପଲ୍ଲୀଶ୍ରୀ ମେଳାରେ ବେଶ୍‌ ଭଲ ବେପାର ହୋଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମିତ ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଓରମାସ ପକ୍ଷରୁ ଆୟୋଜିତ ଏହି
Read More...

ବଡଦେଓଙ୍କ ପୌଷଯାତ୍ରା ପାଳନ ପ୍ରସ୍ତୁତ ବୈଠକ

ପାଟଣାଗଡ: ବଲାଙ୍ଗୀର ବ୍ଲକ ଡଙ୍ଗା ଘାଟ ଠାରେ ମଲ୍ଲିକ ବଂଶ ଗୋଣ୍ଡଁ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓଙ୍କ ପୈ ।ଷ ଯାତ୍ରା ପାଳନ କରିବା ପାଇଁ ଡଙ୍ଗା ଘାଟ ବଡଦେଓଙ୍କ ମନ୍ଦିର ପରିସରରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରଲି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା
Read More...

ବେଧଡକ୍‌ ଚାଲିଛି ଦେହ ବେପାର

ଦଶପଲ୍ଲା: ନୟାଗଡ଼ ସହରରେ ଛୋଟ ବଡ଼ ଅନେକ ହୋଟେଲ ଓ ଲଜ୍‌ ରହିଛି । ସେଗୁଡ଼ିକ ମଧ୍ୟରୁ କିଛି ନିୟମ ମାନି ଚଳୁଥିବାବେଳେ କିଛି ବେନିୟମ ଭାବେ ଚାଲିଛି । ଗଳିକନ୍ଦିରେ ଚାଲୁଥିବା ଅନେକ ହୋଟେଲ ଏବଂ ଲଜ୍‌ରେ ଖାତା ଖତିଆନ ନ ଥିବାବେଳେ ଖୁଲମଖୋଲା ଦେହ କାରବାର ଚାଲୁଥିବା ଅଭିଯୋଗ ହେଉଛି । ଏପରିକି
Read More...

ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ମୁମ୍ବାଇ : ବଲିଉଡର ଦବଙ୍ଗ ଖାନଙ୍କ ପ୍ରଶଂସକଙ୍କ ପାଇଁ ଆଜିର ଦିନ କୌଣସି ପର୍ବଠାରୁ କମ୍ ନୁହେଁ। ଡିସେମ୍ବର ୨୭ ରେ ଅଭିନେତା ତାଙ୍କ ଜନ୍ମଦିନ ପାଳନ କରନ୍ତି। କିନ୍ତୁ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସଲମାନଙ୍କୁ ତାଙ୍କ ଫାର୍ମ ହାଉସରେ ସାପ କାମୁଡ଼ିଥିଲା। ଯାହା ପରେ ପ୍ରଶଂସକଙ୍କ ଚିନ୍ତା
Read More...

ସେନା ଦେଶରେ ଏମିତି ରେକର୍ଡ କଲେ ରାହୁଲ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ (ସେନା)ରେ ଭାରତ ପାଇଁ ଓପନର୍ ଭାବରେ ସୁନୀଲ ଗାଭାସ୍କର ନାମରେ ଅଧିକ ଶତକ କରିବାର ରେକର୍ଡ ରହିଛି । ଗାଭାସ୍କର ପରେ କେ.ଏଲ୍ ରାହୁଲ ବର୍ତ୍ତମାନ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ
Read More...

ତୁର୍ଲାମାଲରେ ବୈଦିକ ବିଶ୍ୱ ଶାନ୍ତି ପଞ୍ଚ କୁଣ୍ଡିୟ ମହାଯଜ୍ଞ

ପାଟଣାଗଡ : ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା:ପ: ଅନ୍ତର୍ଗତ ତୁର୍ଲାମାଲ ଗ୍ରାମରେ ପଞ୍ଚ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୀର୍ତ୍ତନ ତାଳ ଖୋଲ ଓ ଭଜନର ସ୍ୱରରେ ହରିପୁର ଗୁରୁକୂଳ ଆଶ୍ରମ ର ପରିଚାଳକ ଆଚାର୍ଯ୍ୟ ଗୁରୁଦେବ ସୁଦର୍ଶନ ଦେବ ଙ୍କୁ ପ୍ରତ୍ୟେକ ଘରେ
Read More...