ଆସନ୍ତାକାଲିଠାରୁ ରାଜଧାନୀରେ ନାଇଟ କର୍ଫ୍ୟୁ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ପୁଣି ବଢିଛି । ଅନେକ ମାସ ପରେ ଦିଲ୍ଲୀରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର କେଜ୍ରିୱାଲ ସରକାର ରାଜଧାନୀରେ ରାତ୍ରି କର୍ଫ୍ୟୁ ଘୋଷଣା କରିଛନ୍ତି । ଆସନ୍ତାକାଲି!-->…
Read More...
Read More...