ଖଜୁରୀପଡ଼ା ଠାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ,୨୭/୧୨:- କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକର ମାଁ ସୁରାଦେଇ ପବିତ୍ର ଶକ୍ତିପୀଠ ପ୍ରାଙ୍ଗଣରେ ବ୍ଲକ ସଭାପତି ପଙ୍କଜ ମଲ୍ଲିକଙ୍କ ନେତୃତ୍ୱରେ ୨୫ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ
Read More...

ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଲେ ବିଦ୍ୟାର୍ଥୀ

ପୁରୀ : ପୁରୀ ହେରିଟେଜ ରାଇଡରେ ବିଶ୍ୱମ୍ଭର ବିଦ୍ୟାପୀଠ ଓ ପୋଲିସ ହାଇସ୍କୁଲର ବିଦ୍ୟାର୍ଥୀମାନେ ସାମିଲ ହୋଇ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଚକ୍ରତୀର୍ଥ ରୋଡସ୍ଥିତ ସୁନାର ଗୌରାଙ୍ଗ, ବେଡି ହନୁମାନ,
Read More...

ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ପାଇଁ ଲୋକପ୍ରିୟତା ବଢୁଛି

ପାଟଣାଗଡ଼,୨୭/୧୨:- ପାଟଣାଗଡ ନିର୍ବାଚନ ମଣ୍ଡଳୀର ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ
Read More...

ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଗଜପତି,୨୭/୧୨: ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାରଳାଖେମୁଣ୍ଡି ନଗର ବିଜେଡ଼ି ତରଫରୁ ଗଜପତି ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି । ପୂର୍ବାହ୍ନରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡିସ୍ଥିତ ହାଇସ୍କୁଲ ଛକ ଠାରେ ଥିବା
Read More...

ପେଟ୍ରୋଲ ପମ୍ପରେ ଅଭାବନୀୟ ଘଟଣା, ଗଣ୍ଡଗୋଳରୁ ବାଇକରେ ନିଆଁ ଲଗାଇଦେଲେ

ପୁରୀ : ପେଟ୍ରୋଲ ପମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳକୁ ନେଇ ବାଇକରେ ନିଆଁ ଲଗାଇ ଦେଇଥିଲେ । ତେବେ ସୌଭାଗ୍ୟବଶତଃ ପେଟ୍ରୋଲପମ୍ପ କର୍ମଚାରୀ ଅଗ୍ନିନିର୍ବାପକ ଯନ୍ତ୍ର ଆଣି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା
Read More...

୨୫ଲକ୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ଟିକା ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ ହେଉଥିବାବେଳେ ଓମିକ୍ରନର କାୟା ବିସ୍ତାର କରୁଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି । ତେବେ ଏହାରି ଭିତରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବଡ ଘୋଷଣା କରିଛନ୍ତି ।୨୫ଲକ୍ଷରୁ
Read More...

ନୂଆ ଡିଜିପିଙ୍କୁ ଓଡ଼ିଶା ଫେରିବାକୁ ମିଳିଲା ଅନୁମତି

ଭୁବନେଶ୍ୱର : ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ସୁନୀଲ ବଂଶଲ। ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ସୁନୀଲଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟ୍ କମିଟି ତାଙ୍କୁ
Read More...

ରାଜ୍ୟର ୧୧ଟି ଜିଲ୍ଲାରେ କୁହୁଡି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଂଟାରେ ରାଜ୍ୟର ୧୧ଟି ଜିଲ୍ଲାରେ କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏଥି ପାଇଁ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ,
Read More...

ପ୍ରଥମ ଦିନର ଖେଳ ଶେଷ : ରାହୁଲଙ୍କ ଶତକ, ଭାରତ ୨୭୨/୩

ସେଞ୍ଚୁରିଆନ : ସେଞ୍ଚୁରିଆନର ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନ ଭାରତର ନାମରେ ରହିଛି । କେଏଲ ରାହୁଲଙ୍କ ଅପରାଜିତ ଶତକ ବଳରେ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୨୭୨/୩ରେ ପହଞ୍ଚିଛି । ଭାରତର ଅଧିନାୟକ ବିରାଟ
Read More...

ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ବାର୍ଷିକ ବୈଠକ

ବୌଦ୍ଧ,୨୬/୧୨- ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ବାର୍ଷିକ ବୈଠକ ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ତେଲିବନ୍ଧ ହାଟପଦା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ବୈଠକର ଉଦ୍ଦେଶ୍ୟ , ବିଗତ ଦିନର ଆୟବ୍ୟୟ
Read More...