ସୌରଭ ଗାଙ୍ଗୁଲି ଙ୍କୁ କରୋନା

ନୂଆଦିଲ୍ଲୀ : ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ କରୋନା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବଢୁଥିବା ସଙ୍କଟ ମଧ୍ୟରେ ଏହି ଖବର ଚିନ୍ତାଜନକ ବିଷୟ । ସୂଚନା ଥାଉକି, ବର୍ଷ ଆରମ୍ଭରୁ ସୌରାଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଜାନୁୟାରୀ
Read More...

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କା, ଚିନ୍ତାରେ କୁକୁଡା ବେପାରୀ

ପୁରୀ : ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କାଙ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ତିନି ଦିନ ଧରି ଚାଲିଥିବା କାଉ ଓ କୁକୁଡ଼ା ମଡ଼କକୁ ନେଇ ଏବେ କୁକୁଡା ବେପାରୀମାନେ ବାର୍ଡ ଫ୍ଲୁ ବ୍ୟାପୁଥିବା ଆଶଙ୍କା କରିଛନ୍ତି । ପକ୍ଷୀ ଅଭୟାରଣ୍ୟ ଚିଲିକା ନଳବଣ କାଉ ମୃତ୍ୟୁ ସ୍ଥାନଠାରୁ ମାତ୍ର ୧୦ରୁ ୧୨
Read More...

ରାୟଗଡା ସହରରେ ଦିନକରେ ୩ଟି ଚୋରି ଘଟଣା,ପୋଲିସର ତଦନ୍ତ ଜାରି

ରାୟଗଡା: ରାୟଗଡା ସହରରେ ଆଜି ଗୋଟିଏ ଦିନରେ ତିନୋଟି ପୃଥକ୍‌ ପୃଥକ୍‌ ଚୋରି ଘଟଣା ଟାଉନ ଥାନା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଥାପି ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ
Read More...

ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ

ପୁରୀ : ପୁରୀରୁ ଧରା ହେଲେ ଦୁଇ ବ୍ରାଉନ ସୁଗାର ବେପାରୀ । ଏସଟିଏଫ ଓ ତାଳବଣିଆ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଦୁଇ ବେପାରୀ । ଗିରଫ ହୋଇଥିବା ଦୁଇ ବେପାରୀ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା । ଏମାନଙ୍କ ଠାରୁ ୧୦୦ ଗ୍ରାମ
Read More...

କାର୍‌ ଧକ୍କାରେ ପଥଚାରୀ ଗୁରୁତର, ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ପଠାଇଲେ ଏସପି

ପାରଳାଖେମୁଣ୍ଡି : ଆଜି ସନ୍ଧ୍ୟା ପ୍ରାୟ ୭.୦୦ ଘଣ୍ଟା ବେଳେ ପାରଳାଖେମୁଣ୍ଡି ରାମନଗର ଛକରେ ଗୋଟିଏ କାର ଜଣେ ପଦଯାତ୍ରୀଙ୍କୁ ଦୁର୍ଘଟଣା ଘଟାଇବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଲୋକେ ତାଙ୍କୁ ମେଡିକାଲ୍‌ ସ୍ଥାନାନ୍ତର କରିବା ବଦଳରେ ଫଟୋ ଉଠାଉ ଥାନ୍ତି । ଏହିପରି
Read More...

ଏନୱାଇକେ ପକ୍ଷରୁ ସିଲେଇ ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ନୂଆରିପଦର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ପିଜେଡି ୟୁଥ କ୍ଲବ ଜାର୍ଗୀପଡ଼ାର ମିଳିତ ଆନୁକୂଲ୍ୟରେ ସିଲେଇ ତାଲିମ କେନ୍ଦ୍ର ଉଦଘାଟନ ହୋଇ ଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ
Read More...

ଅଣ୍ଡର -୧୯ ଏସିଆ କପ : ଆଫଗାନିସ୍ତାନକୁ ହରାଇ ସେମିରେ ଭାରତ

ଦୁବାଇ : ୟୁଏଇରେ ଚାଲିଥିବା ଅଣ୍ଡର -୧୯ ଏସିଆ କପରେ ଭାରତ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ଟୁର୍ନାମେଣ୍ଟରେ ତିନିଟି ମ୍ୟାଚ୍‌ରେ ଏହା ହେଉଛି ଭାରତର ଦ୍ୱିତୀୟ ବିଜୟ ଏବଂ ଏହା ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଭାରତ ପ୍ରଥମ ମ୍ୟାଚରେ ୟୁଏଇକୁ ୧୫୪ ରନରେ ପରାସ୍ତ
Read More...

ସମାଜସେବୀ ସୋମନାଥଙ୍କ ଜନ୍ମଦିନ ପାଳନ,୧୪୧ୟୁନିଟ ରକ୍ତ ସଂଗୃହୀତ

ବଲାଙ୍ଗୀର : ସେବା ସମର୍ପଣର ସଂଗଠନ ୱିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ସଭାପତି ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ପଟ୍ଟଶିଷ୍ୟ ସୋମନାଥ ମିଶ୍ରଙ୍କ ଜନ୍ମଦିନ ବିଭିନ୍ନ ସ୍ଥାନରେ ଖୁବ୍‌ ଧୁମଧାମରେ ପାଳିତ ହେଉଛି । ପୁଇଁତଲା ବ୍ଳକ ବାବାଜୀପାଲି ଓ ଆଗଲପୁର ବ୍ଳକ ରାମପୁରଠାରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୨ ମୃତ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ୫୭ ନଂ ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ୪ ଜଣ ଲୋକ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା କାର୍‌ । ମିଳିଥିବା ସୂଚନା ମୁତାବକ ନୁଗୁଁଆ ଛକ ନିକଟରେ ୪ ଜଣ ଲୋକ ଛିଡ଼ା ହୋଇଥିବା ବେଳେ ଏକ କାର୍ ଦ୍ରୁତଗତିରେ
Read More...

ଜମି ପଟ୍ଟା ଓ ଆବାସ ଦାବିରେ ଧାରଣା

ବଲାଙ୍ଗୀର: ଭିଲେଜରସ୍‌ ଇଣ୍ଡିଆ ପାର୍ଟି ଓ ଭୂମିହୀନ ମହିଳା ସଂଘର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୂମିହୀନ ଓ ବିସ୍ଥାପିତ ବସ୍ତି ବାସିନ୍ଦାଙ୍କୁ ବସୁନ୍ଧରା ଜାଗା ମିଶନ ପଟ୍ଟା ସହ ଆବାସ ଯୋଜନାରେ ସାମିଲ, ପଟ୍ଟା ପାଇଥିବା
Read More...