କେଶରିଆ ହିନ୍ଦୁ ବାହିନୀର ଦାବୀପତ୍ର ପ୍ରଦାନ

ବଲାଙ୍ଗୀର :ବଲାଙ୍ଗୀର ଜିଲ୍ଲା କେଶରୀୟ। ହିନ୍ଦୁ ବାହିନୀ ତରଫରୁ ଜିଲ୍ଲାରେ ରୋହିଙ୍ଗିଆ ବାଂଲାଦେଶୀ ଙ୍କ ସଂଖ୍ୟା ବୃଦ୍ଧି ବିରୋଧ ରେ ଜିଲ୍ଲାର ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏବଂ ରାଜ୍ୟ ସଭାପତି…
Read More...

ଓଡିଶାବାସୀଙ୍କ ହୃଦୟରେ ହକି ଅଛି : ରାମପାଲ

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ଓ ଚମକ୍ରାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିବା ମହିଳା ହକି ଦଳ ଆଜି ଓଡିଶାର ଅତିଥି ଭାବେ ଯୋଗ ଦେଇଛନ୍ତି । ଉଭୟ ଦଳ ଆଜି ଓଡିଶାରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ…
Read More...

୪୧ ବର୍ଷ ପରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଲର୍ଡ୍ସରେ”ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ଜିତିଲେ…

ନୂଆଦିଲ୍ଲୀ : ଲର୍ଡ୍ସ ଟେଷ୍ଟ ମ୍ୟାଚରେ ଭାରତୀୟ ଓପନର୍‌ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କୁ ତାଙ୍କ ଆକର୍ଷଣୀୟ ଶତକ ପାଇଁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଟେଷ୍ଟ ମ୍ୟାଚରେ ଭାରତର ୧୫୧ ରନ୍‌ ବିଜୟଲାଭ କରିଛି । କେ.ଏଲ୍‌ ରାହୁଲ ପ୍ରଥମ ଇନିଂସରେ ୧୨୩…
Read More...

୧୯ରେ ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୨୨ରେ ପଶ୍ଚିମଓଡିଶା ଗସ୍ତ ଓ ଜନ ଆଶୀର୍ବାଦ ଯାତ୍ରା

କଣ୍ଟାବାଞ୍ଜି : ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଶ୍ୱିନୀ ବୈଷ୍ଣବ ଆସନ୍ତା ୧୯ ତାରିଖରୁ ଓଡିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ଏହି ସମୟରେ ସେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ବୁଲିବା ସହ ଆଶୀର୍ବାଦ ଯାତ୍ରାରେ ଅଂଶଗ୍ରହଣ କରିବେ । ଏ ସଂପର୍କରେ…
Read More...

ଅବସରପ୍ରାପ୍ତ ଶିକ୍ଷକ ଗୌରମୋହନ ପ୍ରଧାନଙ୍କ ପରଲୋକ

ବୌଦ୍ଧ,୧୭/୦୮- ବୌଦ୍ଧସହରର ରାଜବାଟୀ ନିକଟସ୍ଥ ସ୍ଥାନରେ ବାସକରୁଥିବା ଅବସରପ୍ରାପ୍ତ ଶିକ୍ଷକ ଗୌରମୋହନ ପ୍ରଧାନଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ରହିଥିଲେ । ଗତକାଲି ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା ଡାକ୍ତରଖାନାରେ…
Read More...

ଟିକାକରଣରେ ରେକର୍ଡ, ଦିନକରେ ୮୮ ଲକ୍ଷ ନେଲେ କରୋନା ଟିକା

ନୂଆଦିଲ୍ଲୀ : ଭାରତ ପୁରା କ୍ଷମତା ସହ କରୋନା ଜୀବାଣୁ ବିରୁଦ୍ଧରେ ଯୁଦ୍ଧ ଲଢୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ଗୋଟିଏ ଦିନରେ ୮୮ ଲକ୍ଷ କରୋନା ଟିକା ଦେଇ ଭାରତ ଏକ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୮.୧୩ ଲକ୍ଷରୁ ଅଧିକ ଟିକା ଦିଆଯାଉଛି,…
Read More...

୨୦ରୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ବିଜ୍ଞପ୍ତି ଅନୁସାରେ, +୩ ନାମଲେଖା ପାଇଁ ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ତାରିଖ ଯାଏଁ ଅନଲାଇନେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏହି କ୍ରମରେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ…
Read More...

ଆଫଗାନିସ୍ତାନ ଉପରେ ତାଲିବାନ ଦଖଲର ପ୍ରଭାବ: ଭାରତରେ ମହଙ୍ଗା ହେବ ଶୁଖିଲା ଫଳ, ଅଟକି ଯାଇପାରେ ୨୨,୨୫୧ କୋଟି ଟଙ୍କାର…

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି । ଏହା ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହାର ମୁଖ୍ୟ କାରଣ ହେଉଛି ଭାରତ ସରକାର ତାଲିବାନ ଶାସକଙ୍କୁ ଗ୍ରହଣ କରିବ ନାହିଁ । ଆଫଗାନିସ୍ତାନ ସରକାରଙ୍କ ସହ ଭାରତର ଭଲ ସମ୍ପର୍କ ଥିଲା ।…
Read More...