ଜାତୀୟ ଖାଉଟି ଅଧିକାର ଦିବସ ପାଳିତ

ପାରଳାଖେମୁଣ୍ଡି : ଆଜି ଅପରାହ୍ନରେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ମୋଟର କାର୍ଯ୍ୟକାରୀ ସଂଘ ଆନୁକୁଲ୍ୟରେ ଏକ ସଚେତନତା ସଭା ଜିଲ୍ଲା କାର୍ଯ୍ୟକାରିଣୀ ସଭାନେତ୍ରୀ ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି । ଏହି ଆଲୋଚନା ରେ ଖାଉଟି ମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାର
Read More...

ରାସନ୍‌ କାଡଧାରୀଙ୍କୁ ସରକାରଙ୍କର କରୋନା ସହାୟତା

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ଟିଟରାପଙ୍ଗା ପଂଚାୟତରେ ପ୍ରଥମ କରି ରାସନ୍‌ କାର୍ଡ ହିତାଧିକାରୀଙ୍କୁ ସରପଞ୍ଚ ଗୀତାଞ୍ଜଳୀ ଜାନି ପ୍ରତ୍ୟେକଙ୍କୁ ୧୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏଠାରେ ୨୦୦ ହିତାଧିକାରୀଙ୍କୁ ସହାୟତା ରାଶି ଦିଆଯାଇଥିଲା । ସେଠାରେ
Read More...

ନିରୀକ୍ଷଣ ଗୃହ ଓ ସ୍ତ୍ରତନ୍ତ୍ର ଗୃହର ପରିଚାଳନା କମିଟି ବୈଠକ

ବୌଦ୍ଧ,୨୪/୧୨- ବୌଦ୍ଧଜିଲ୍ଲା ମଥୁରା ପଂଚାୟତ ଅନ୍ତର୍ଗତ ବୃନ୍ଦାବନ ଗ୍ରାମରେ ଅବସ୍ଥିତ ନିରୀକ୍ଷଣ ଗୃହ ଓ ସ୍ତ୍ରତନ୍ତ୍ର ଗୃହର ପ୍ରଥମ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଶ୍ରୀୟୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଓ ବାଣିଜ୍ୟ ବିଭାଗ ତରଫରୁ ଜାତୀୟ ଖାଉଟି ଅଧିକାର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଜାତୀୟ ସେବା ଯୋଜନା ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଏବଂ କଲେଜ ସଂଯୋଜକ
Read More...

ଡିଜିଟାଲ ଶିକ୍ଷାକୁ ଉପହାସ, କେବେ ସୁଧୁରିବ ଆଶ୍ରମ ବିଦ୍ୟାଳୟର ଅବସ୍ଥା

ଦଶପଲ୍ଲା : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଶିକ୍ଷା ର ବିକାଶ ପାଇଁ ଗ୍ରାମାଞ୍ଚଳରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଡିଜିଟାଲ ଶ୍ରେଣୀଗୃହ କାର୍ଯ୍ୟ ଚାଲିଥିବା ବେଳେ ତାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କେନ୍ଦ୍ରୀୟ ସଭାପତିଙ୍କ ମରଣାନ୍ତକ ଆକ୍ରମଣକୁ ପ୍ରତିବାଦ କରି ରାଜରାସ୍ତାକୁ ଉହ୍ଲାଇବ…

ଭୁବନେଶ୍ୱର:ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ଦମ୍ପତିଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ବାଧ୍ୟତା ମୂଳକ ଆଇନ ସଂସଦରେ ପ୍ରଣୟନ ଦାବି କରି ଜନସଚେତନତା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଷ୍ଟ୍ରୀୟ ସଭାପତି ଅନିଲ ଚୌଧୁରୀ ଗତ ଡ଼ିସେମ୍ବର ଚାରି ତାରିଖ ଦିନ ଉତ୍ତରପ୍ରଦେଶର
Read More...

ଲିଙ୍ଗଗତ ହିଂସା ଏବଂ ତା’ର ସମାଧାନ ସଂପର୍କରେ ଆଲୋଚନା

ଜି.ଉଦୟଗିରି,୨୪/୧୨- ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ୱାତୀ ତରଫରୁ ଲିଙ୍ଗଗତ ହିଂସା ଏବଂ ତା'ର ସମାଧାନ ସଂପର୍କରେ ଏକ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ
Read More...

ଜାତୀୟ ଉପଭୋକ୍ତା ଦିବସ ପାଳନ

ଜଗତସିଂହପୁର,୨୪/୧୨- ସରକାରଙ୍କ ନୀତିନିୟମ ଅନୁଯାୟୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜାତୀୟ ଉପଭୋକ୍ତା ଦିବସ ପାଳନ ହୋଇଯାଇଛି । ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ବୈଧମାପ ଓଜନ ବିଭାଗ ତରଫରୁ ନିୟୋଜିତ ସ୍ୱେଚ୍ଛାସେବୀ ଉପଭୋକ୍ତା ସଂଗଠନର ଆୟୋଜନକ୍ରମେ ସଫଳତା ସହ କାର୍ଯ୍ୟକ୍ରମ ସମ୍ପାଦନ
Read More...

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନିୟମିତ ହେବେ ଶିକ୍ଷା ସହାୟକ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଆଜି ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକ ମଧ୍ୟରୁ ତିନି ବର୍ଷ ନିରବଚ୍ଛିନ୍ନ ତଥା ସନ୍ତୋଷଜନକ ଭାବେ ସେବା ପ୍ରଦାନ
Read More...

ବଡ଼ଦିନ ପର୍ବ ପାଇଁ ପୋଲିସ ଏବଂ ପ୍ରଶାସନର ବିଭିନ୍ନ ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ

ଜି.ଉଦୟଗିରି,୨୪/୧୨- ବଡ଼ଦିନ ପର୍ବ ପାଳନ ପାଇଁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଶେଷପର୍ଯ୍ୟାୟରେ ପହଞ୍ଚିଯାଇଛି । ଯେମିତି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରସହ ବଡଦିନ ପାଳିତହେବ ସେଥିନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଜି ସ୍ଥାନୀୟ ଆଇଆଇସି ରେବତୀ ଶବରଙ୍କ
Read More...