ଆମ ଲୋକକଳା, ଆମ ସଂସ୍କୃତି କାର୍ଯ୍ୟକ୍ରମ ଉଦଘାଟିତ

ଦଶପଲ୍ଲା,୨୫/୧୨ : - ନୟାଗଡ଼ ଦକ୍ଷିଣ କାଳୀ ପଡିଆ ଠାରେ ଅଂଚଳ ସ୍ତରୀୟ ,ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୟାଗଡ଼
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦଶପଲ୍ଲା,୨୫/୧୨ : - ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ପଥରପୁଞ୍ଜାଠାରେ ଗତକାଲିରାତି ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ବାଣୀଗୋଛା ଥାନା ଅଧୀନସ୍ଥ ଜାମୁସାହି ଗ୍ରାମର ବୀରେନ୍ଦ୍ର
Read More...

ବିଧି ମୁତାବକ ଅଜଣା ବୃଦ୍ଧଙ୍କ ଶୁଦ୍ଧିକ୍ରିୟା କଲେ ପୋଲିସ ବିଭାଗ

କଣ୍ଟାବାଞ୍ଜି,୨୫/୧୨ - ବିଧି ମୁତାବକ ଅଜଣା ବୃଦ୍ଧଙ୍କ ଶବ ସତ୍କାର ପରେ ଆଜି ସ୍ଥାନୀୟ ଥାନା ପରିସରରେ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ପୋଲିସ ବିଭାଗ ପକ୍ଷରୁ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ଅସହାୟ, ଭିନ୍ନକ୍ଷମ ଓ ଭିକ୍ଷା ମାଧ୍ୟମରେ ପେଟପୋଷଣ କରୁଥିବା ବ୍ୟକ୍ତିକୁ ଶୋକପତ୍ର
Read More...

ସୋନପୁର ବ୍ଲକରେ ବୁଲିଲା ମାନସିକ ସଚେତନତା ରଥ,୨୮ ଡିସେମ୍ବରରେ ମାନସିକ ରୋଗ ନିରୂପଣ ଶିବିର

ସୋନପୁର,୨୫/୧୨- ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ଏକ ମାନସିକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ
Read More...

୧୩ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ

ଫୁଲବାଣୀ,୨୫/୧୨ - କନ୍ଧମାଳ ଜ଼ିଲ୍ଲାରୁ ୪୦ ଜଣ ଯୁବକ ଓ ଯୁବତୀ ରାଞ୍ଚି, ଝାଡ଼ଖଣ୍ଡ ଠାରେ ଚାଲିଥିବା ୧୩ ତମ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସମାପ୍ତ ପରେ କନ୍ଧମାଳ ଫେରିଛନ୍ତି । କନ୍ଧମାଳ ଜ଼ିଲ୍ଲାରେ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ
Read More...

ଗେର୍ଡା ପଞ୍ଚାୟତ ସ୍ତରୀୟ ‘ଶିଶୁଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଗେର୍ଡା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଆଇସିଡିଏସ ସୁପଭାଇଜର ବିଦ୍ୟୁତପ୍ରଭା ନାଗ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପ୍ରାରମ୍ଭରେ ଗାଁ
Read More...

ସ୍ୱେଚ୍ଛାସେବୀ ସଂଗଠନ ଆବାହନ ପକ୍ଷରୁ ନିଶା ମୁକ୍ତ ସମାଜ ଗଠନ ସଚେତନ କର୍ମଶାଳା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆବାହନ ପକ୍ଷରୁ ନିଶା ମୁକ୍ତ ସମାଜ ଗଠନ ନେଇ ଏକ କର୍ମଶାଳା ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଆବାହକ ସଂଗଠନର ମୁଖ୍ୟ ଏନ. ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବଳରାମ ସେଠୀ
Read More...

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସାନି ବିଜ୍ଞପ୍ତି,କମିଲା ଅନୁସୂଚିତ ଜନଜାତିଙ୍କ ସିଟ୍

ଭୁୁବନେଶ୍ୱର:- ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପଂଚାୟତିରାଜ ବିଭାଗ ଦ୍ୱାରା ଏହି ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ଅଥାର୍ତ ୩ ତାରିଖ ସୁଦ୍ଧା ଏବାବଦରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ପରାମର୍ଶ ଗ୍ରହଣ କରାଯିବ ।
Read More...

୪ ଗଣଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ,ପୀଡିତାଙ୍କ ବିରୋଧରେ ମାମଲା ରୁଜୁ

ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ପୀଡିତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୨୦ମେ ମାସରେ ଫୁଲବାଣୀ ସଦର ଥାନାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ
Read More...