କୋଣାର୍କରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଉଦଯାପିତ, କ୍ରୀଡା ଛାତ୍ରାବାସର ନିର୍ମାଣ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

କୋଣାର୍କ : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପୁରୀଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ ଫ୍ରେଣ୍ଡସ କ୍ଲବ, ଶିରିପୁର ଓ ସାମାଜିକ ସଂଗଠନ ସଂପର୍କ ମିଳିତ ଆନୁକୁଲ୍ୟରେ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ
Read More...

ଉଚ୍ଚ ଶିକ୍ଷା ପଢିବାକୁ ଛାତ୍ରୀଙ୍କୁ ଅନୁମତି ଦେଲା ତାଲିବାନ ସରକାର, ରଖିଲା ଏପରି ସର୍ତ୍ତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେର ତାଲିବାନ ସରକାରର ଶାସନ ଆରମ୍ଭ ହୋଇ ଯାଇଛି । ହେଲେ କ୍ଷମତା ସମ୍ଭାଳୁ ସମ୍ଭାଳୁ ନିଜର ଅସଲ ରଙ୍ଗା ଦେଖାଇବା ଆରମ୍ଭ କରିଛି ତାଲିବାନ । ଆଜିର ସମୟରେ ଯେଉଁଠି ପ୍ରତିଟି ମଣିଷ ପାଇଁ ପାଠ ପଢିବାର ମୌଳିକ ଅଧିକାର ରହିଛି, ସେଠି ତାଲିବାନ ଆଫଗାନ ମହିଳାଙ୍କୁ ଦୟା
Read More...

ସିନ୍ଧୁଙ୍କ ସହ ରାତ୍ରୀଭୋଜନ କଲେ ଦୀପିକା-ରଣବୀର

ଶନିବାର ରାତିରେ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟ ବାହାରେ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୀପିକା ସିନ୍ଧୁଙ୍କୁ ରାତ୍ରୀ ଭୋଜନ
Read More...

ସଡକ ଦୁର୍ଘଟଣରେ ଜଣେ ମୃତ

ବାଲିଗୁଡା : ବାଲିଗୁଡ଼ା ଥାନା ବାରଖମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖରାପ ହୋଇଥିବା ଅଟୋ ସଜାଡ଼ୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ମୋଟରସାଇକେଲ । ଅଟୋ ସଜାଡ଼ୁଥିବା ପିତବାସ ଦିଗାଳ ନାମକ ଯୁବକ ମୃତ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ କାମ୍ବାରକିଆ ଗ୍ରାମର ରବିଚନ୍ଦ୍ର
Read More...

ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନିଭୂତ ହେଉଛି ।  ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ଆଜି ଓ
Read More...

ମାଁ ସମଲେଶ୍ୱରୀ ମନ୍ଦିରରେ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର; ପଶ୍ଚିମ ଓଡିଶାର ପ୍ରମୁଖ ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଁ ସମଲେଶ୍ୱରୀ ମନ୍ଦିରରେ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ଶୋ’ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଭିଡିଓ କନଫରେନି୍ସଂ ଜରିଆରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି
Read More...

ମହେନ୍ଦ୍ରଗିରି ଓ ଚନ୍ଦ୍ର ଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ : ମୁଖ୍ୟ ଶାସନ ସଚିବ

ପାରଳାଖେମୁଣ୍ଡି : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ର ସ୍ତରୀୟ ଅନୁଧ୍ୟାନ କରି ଥିଲେ । ଶ୍ରୀ ମହାପାତ୍ର ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବ । ପୂରିଆ
Read More...

୧୧କେଭି ବିଦ୍ୟୁତ୍‌ ତାର ଲାଗି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ଗ୍ରାମ ନିକଟରେ ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏହାର ପ୍ରତିବାଦରେ ମୃତ୍ୟୁ ବ୍ୟକ୍ତିର କ୍ଷତିପୂରଣ ଦାବୀରେ ୫୯ ନଂ.ଜାତୀୟ ରାଜପଥକୁ ଗୁମାପଦର ଛକରେ ଅବରୋଧ କରିଥିଲେ । ଘଟଣାରୁ ପ୍ରକାଶ ଯେ ମହାସିଙ୍ଗ
Read More...

ଅଧିକ ଘନୀଭୂତ ହେଉଛି ଲଘୁଚାପ,ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅଧିକ ଘନୀଭୂତ ହେଉଛି ଲଘୁଚାପ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଛି । ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମଉତ୍ତର-ପଶ୍ଚିମ ଦିଗକୁ ଗତି
Read More...

ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ ଚାଳକ ଆଶିଷ ଦିଗାଲ (୧୭)ଏବଂ ଦୀପା କହଁର(୧୬) ରାତ୍ରି ସମୟରେ ଯାଉଥିବା ବେଳେ ବୁଡ଼ାଦାନୀ ନିକଟସ୍ଥ ବୁଲାଣୀ ରାସ୍ତାରେ ଏକ ଗାଡ଼ ୱାଲରେ ଭାରସ୍ୟାମ ହରାଇ ପିଟି ହୋଇ ଯାଇଥିଲେ ।
Read More...