ପାରଳାଖେମୁଣ୍ଡିରେ ଶିଶୁ ଦିବସ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ମହାଡମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁ ବଟିକା ପ୍ରମୁଖ ଶ୍ରୀମତୀ ମମତା ମହାପାତ୍ର ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ବିଦ୍ୟାଳୟର
Read More...

ଆସନ୍ତାକାଲି ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର:ଆସନ୍ତା କାଲି ଅର୍ଥାତ ନଭେମ୍ବର ୧୫ରୁ ରାଜ୍ୟରେ ଖୋଲିବାକୁ ଯାଉଛି ଷଷ୍ଠ ଓ ସପ୍ତମ ଶ୍ରେଣୀ । ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ୧୮ ମାସ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ଯାଉଛି। ଛୋଟ ପିଲାଙ୍କ ସ୍କୁଲ୍ ଖୋଲିବ କି ନ ଖୋଲିବ ଏହାକୁ
Read More...

ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲୁକ ଆଇନ ସେବା କମିଟି ତରଫରୁ ଶିଶୁ ଦିବସ ପାଳନ

ଦାରିଙ୍ଗବାଡି : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଜନନାୟକ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ୧୩୦ତମ ଜନ୍ମ ଜୟନ୍ତୀ । ଶିଶୁମାନଙ୍କୁ ଖୁବ୍‌ ଭଲ ପାଉଥିବା ନେହେରୁଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ତଥା ସାରା ଦେଶର ବିଭିନ୍ନ
Read More...

କ୍ୟାନ୍ସର ପୀଡ଼ିତ ରେଖାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ,ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକେ

ଦାରିଙ୍ଗବାଡି:ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ କରିଥିବା ଯୋଜନା ତୃଣମୂଳ ସ୍ତରରେ ସଫଳ ରୂପାୟନ ହୋଇପାରୁନି । ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଜିଲ୍ଲାକୁ ଜିଲ୍ଲା ବୁଲି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରୁଛନ୍ତି କିନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ସୁଦ୍ଧା ଅର୍ଥ
Read More...

ଭୁବନେଶ୍ବର, କଟକ ପରେ ଏବେ ପୁରୀରେ ମାତିଛନ୍ତି ଗ୍ୟାଙ୍ଗ୍‌

ପୁରୀ : ଭୁବନେଶ୍ୱର, କଟକ ପରେ ଏବେ ପୁରୀ ରେ ମାତିଛନ୍ତି ଅମାନିଆ । ହାତରେ ଖଣ୍ଡା ଧରି ଅଶ୍ଳୀଳ ଭାଷା ଧମକ ଦେଇ ସୋସିଆଲ ମିଡିଆ କିଛି ଉଦଭ୍ରାନ୍ତ ଯୁବକ ଭିଡିଓ ପୋଷ୍ଟ କରିଥିବା ନଜରକୁ ଆସିଚି । କମ୍‌ ବୟସର ଯୁବକମାନେ ଏବେ ଠାରୁ ଅପରାଧ ଦୁନିଆରେ ପାଦ ଦେବା ସହ ନିଜ ପତିଆରା ଜାହିର କରିବା
Read More...

ଏହି ତାରିଖରେ ନିର୍ବନ୍ଧ କରିବେ ଆଲିଆ-ରଣବୀର !

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଦିନକୁଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହା ସତ ନା ଗୁଜବ ତାହା ମଧ୍ୟ କେହି ସଠିକ୍‌ ଭାବରେ କହିପାରୁନାହାନ୍ତି । ତେବେ ଏନେଇ ନା ଆଲିଆ ନା ରଣବୀର କେବେ ବି ମୁହଁ ଖୋଲିନାହାନ୍ତି । ଦୀର୍ଘ
Read More...

ସାମ୍ବାଦିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ପାଟଣା: ବିହାରରେ ନିଖୋଜ ହୋଇଥିବା ଜଣେ ସାମ୍ବାଦିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ବିହାରର ମଧୁବନି ଜିଲ୍ଲାରେ ଚାରି ଦିନ ତଳେ ୨୨ ବର୍ଷ ବୟସ୍କ ସାମ୍ବାଦିକ ତଥା ସୂଚନା ଅଧିକାରୀ କର୍ମୀ ବୁଦ୍ଧିନାଥ ଝା ଓରଫ ଅବିନାଶ ଝା ନିଖୋଜ ହୋଇ ଯାଇଥିଲେ । ରାଜ୍ୟରେ ଚାଲିଥିବା
Read More...

ଗୋଟିଏ ପରିବାର ଚାରିଜଣଙ୍କୁ ହତ୍ୟା କଲେ ମାଓବାଦୀ, ବୋମାରେ ଉଡାଇଲେ ଘର

ପାଟନା : ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମାଉନୱାର ଗ୍ରାମରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରିଛନ୍ତି । ମାଓବାଦୀମାନେ ଚାରିଜଣଙ୍କୁ ଘର ବାହାରେ ଥିବା ଏକ ଖାଲରେ ଫାଶୀ ଦେଇଥିଲେ । ନିହତମାନଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ
Read More...

ପୁଣି ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଲା, ଉଭୟଙ୍କ ନାମରେ ରୁଜୁ ହେଲା ୧.୫୧ କୋଟି ଟଙ୍କାର ଠକେଇ ମାମଲା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ପୁଣି ବଢିଲା । ଉଭୟଙ୍କ ନାମରେ ୧.୫୧ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି
Read More...

ସ୍ପଷ୍ଟ କଲେ ଗାଙ୍ଗୁଲି, ଏନ୍‌ସିଏର ମୁଖ୍ୟ ହେବେ ଏହି ପୂର୍ବତନ ଖେଳାଳି

ନୂଆଦଲ୍ଲୀ : ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ ଭିଭିଏସ୍‌ ଲକ୍ଷ୍ମଣ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନସିଏ) ର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଶ୍ଚିତ କରିଛନ୍ତି । ଏହି ସୂଚନା
Read More...