ମାଙ୍କଡକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହେଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ; ଦେଖନ୍ତୁ ଭିଡିଓ
ଶିମଲା : ହିମାଚଳ ପ୍ରଦେଶର ଶିମଲାଠାରେ ଏକ ଭୟଙ୍କର କାର ଦୁର୍ଘଟଣା ଘଟିଛି । ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏକ ମାଙ୍କଡକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିଲା । କାରଟି ଏକ ଉଚ୍ଚ ରାସ୍ତାରୁ ଖସି ପଡି ପାର୍କିଂ ସ୍ଥାନରେ ପଡିଥିଲା । ଏହାପରେ ପାର୍କିଂ ସ୍ଥଳରେ!-->…
Read More...
Read More...