ରାଜ୍ୟ ସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁଜିତ୍
ଭୁବନେଶ୍ୱର: ରାଜ୍ୟ ସଭା ଉପନିର୍ବାଚନରେ ସୁଜିତ କୁମାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ଭାଜପାରୁ ନାମାଙ୍କନପତ୍ର ଦାଖଲ କରିଥିଲେ ସୁଜିତ୍। ଜିତିବା ପରେ ସୁଜିତ୍ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ବିଜେଡିରୁ ନେତା ମୁହଁ ଫେରାଇବା ଆରମ୍ଭ କଲେଣି।!-->…
Read More...
Read More...