ପୁରୀ ବଡଦାଣ୍ଡ ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ ପକ୍ଷରୁ ଶୋଭାଯାତ୍ରା
ପୁରୀ : ବଡଦାଣ୍ଡ ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ ପକ୍ଷରୁ ପୁନଃ ଥଇଥାନ ଓ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ ବିଶାଳ ଶୋଭାଯାତ୍ରା କରାଯାଇଛି। ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ବଡଦାଣ୍ଡ ଦେଇ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।!-->…
Read More...
Read More...