ଯାତ୍ରାକୁ ନେଇ ମୁଁ ବଞ୍ଚିଛି, ମଞ୍ଚ ଛାଡ଼ିବିନି : ପୀୟୂଷ
କଟକ,୯ା୧: ଚର୍ଚ୍ଚିତ ଖଳନାୟକ ତଥା ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଶେଷରେ ମୁହଁ ଖୋଲିଛନ୍ତି। ଯାତ୍ରା ମଞ୍ଚ ଚଢ଼ିବା ମନା ପ୍ରସଙ୍ଗକୁ ନେଇ ସେ କହିଛନ୍ତି, କୋର୍ଟଙ୍କ ନୋଟିସ୍ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି। ଆଇନକୁ ସମ୍ମାନ ଦେଉଛି, ନୋଟିସ୍ ମିଳିଲେ ନିଷ୍ପତ୍ତି ନେବି।
!-->!-->…
Read More...
Read More...