ରୋହିତଙ୍କ ଅବସର ନେଇ ବଡ ବୟାନ ଦେଲେ ଦେବଜିତ ସାଇକିଆ
ନୂଆଦିଲ୍ଲୀ- ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ ଭବିଷ୍ୟତ ବିଷୟରେ ଚାଲିଥିବା ଆଲୋଚନା ମଧ୍ୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପରିସ୍ଥିତି ସ୍ପଷ୍ଟ କରିଛି। ବୋର୍ଡ ସଚିବ ଦେବଜିତ ସାଇକିଆ ରବିବାର ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା!-->…
Read More...
Read More...