ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜ୍ୟ ତମାମ ବର୍ଷା ଜାରି ରହିଥିବା ବେଳେ ଏହାରି ଭିତରେ ମୁଣ୍ଡ ଟେକିଲାଣି ଡେଙ୍ଗୁ। ଚଳିତବର୍ଷ ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ କମ୍‌ ହୋଇଥିଲେ ହେଁ ଏହାକୁ ଆଉ ଅଧିକ ବଢ଼ିବା ପାଇଁ ନ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ…
Read More...

ଇରାନକୁ ନେଇ ଭାରତ ଜାରି କଲା ଟ୍ରାଭେଲ ଆଡଭାଇଜରୀ

ନୂଆଦିଲ୍ଲୀ- ଭାରତୀୟ ଦୂତାବାସ କହିଛି ଯେ, ଯେଉଁମାନେ ଇରାନରେ ରହିବାକୁ ନିଷ୍ପତ୍ତି ନେଉଛନ୍ତି, ସେମାନେ ଅତ୍ୟାଧିକ ସାବଧାନତା ଅବଲମ୍ବନ କରିବା ଉଚିତ। ସେମାନେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ରଖିବା ପାଇଁ ଖବର ଉପରେ ନଜର ରଖିବା ସହ ଅଧିକ ସାମରିକ କାର୍ଯ୍ୟକଳାପ ଚାଲିଥିବା…
Read More...

ଲଡ୍ସ ଶତକ ପରେ ଏମିତି କହିଲେ ରୋହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ସିରିଜ୍ ପରେ ଦିନିକିଆ କ୍ରିକେଟରୁ ବିଦାୟ ନେଇପାରନ୍ତି ବୋଲି ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଥିଲା। ବିସିସିଆଇ ସଚିବ ଏହି ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ମଧ୍ୟ ରୋହିତ ୨୦୨୭…
Read More...

ଅମରନାଥ, ବୈଷ୍ଣୋଦେବୀ ଯାତ୍ରା ସାମୟିକ ସ୍ଥଗିତ

ଜାମ୍ମୁ : ଆଗାମୀ କିଛି ଦିନ ମଧ୍ୟରେ ଜାମ୍ମୁ ଏବଂ କାଶ୍ମୀରରେ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ରବିବାର ପହଲଗାଓଁ ଏବଂ ବାଲତାଲ ଉଭୟ ମାର୍ଗରୁ କାଶ୍ମୀରରେ ଅମରନାଥ ଯାତ୍ରା ଏବଂ ଜାମ୍ମୁର ମାତା ବୈଷ୍ଣୋ ଦେବୀ ଏବଂ ଶିବ ଖୋରୀ ମନ୍ଦିର ଯାତ୍ରାକୁ ସାମୟିକ…
Read More...

ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ଶ୍ରୀଦେବୀ

ପୁରୀ: ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଭାଇଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି। ତାଙ୍କୁ ସାଙ୍ଗରେ ନ ଆଣିଥିବାରୁ ଅଭିମାନରେ ରହିଛନ୍ତି ଶ୍ରୀଦେବୀ। ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସନ୍ତି ଶ୍ରୀଦେବୀ। ହେଲେ…
Read More...

ରାଜ୍ୟରେ ବଢୁଛି ଅଣ୍ଡା ଦର, ଚିନ୍ତାରେ ଅଙ୍ଗନବାଡି କର୍ମୀ

ଭୁବନେଶ୍ୱର: ରାଜ୍ୟରେ ଅଣ୍ଡା ଦର ବଢ଼ିଚାଲିଛି । ମାସେ ଭିତରେ ଅଢ଼େଇ ଟଙ୍କା ଦର ବଢ଼ିଲାଣି । ବଜାରରେ ଅଣ୍ଡା ଗୋଟା ୯ଟଙ୍କା । ସେପଟେ ଅଙ୍ଗନବାଡିରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଅଣ୍ଡା ଟେନସନ୍ ବଢ଼ିଲାଣି । ସରକାର ଏବେ ଗୋଟିଏ ଅଣ୍ଡା ପାଇଁ ୭ଟଙ୍କା ଦେଉଛନ୍ତି । ହେଲେ ଅଧିକ ୨ଟଙ୍କା…
Read More...

ଅଗଷ୍ଟରେ ଦିଲ୍ଲୀରେ ଇନଭେଷ୍ଟର୍ସ ରୋଡ ଶୋ’ କରିବ ଓଡ଼ିଶା

ଭୁବନେଶ୍ୱର : ଅଗଷ୍ଟରେ ଦିଲ୍ଲୀରେ ଇନଭେଷ୍ଟର୍ସ ରୋଡ ଶୋ' କରିବ ଓଡ଼ିଶା। ଏନେଇ ବଡ଼ ସୂଚନା ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ଓଡ଼ିଶା ସରାକାରଙ୍କ ଫୋକସ୍‌ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ରହିବ । ଦିଲ୍ଲୀ ରୋଡ଼ ଶୋ'ର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ନିଉ ଏଜ…
Read More...

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ । ବାହୁଡ଼ା ଯାଏ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ଦର୍ଶନ ଦେବେ ଶ୍ରୀଜୀଉ । ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁମାନେ ଆଗାମୀ ଛଅ ଦିନ ଯାଏ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ଲାଭ କରିବେ ।ଗତକାଲି ରାତି ତମାମ…
Read More...

ଏହି ସିନେମା ହଲରେ ରିଲିଜ୍ ହେବନି ‘ଜନ ନାୟାଗନ୍’ , ଜାଣନ୍ତୁ କାରଣ

ସିଏମ୍ ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟାଗନ୍' ଖୁବ୍ ଶୀଘ୍ର ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ସମୟରେ, ଏକ ଜଣାଶୁଣା ବେଙ୍ଗାଲୁରୁ ସିନେମା ହଲ ଘୋଷଣା କରିଛି ଯେ ଏହା ଫିଲ୍ମ ପ୍ରଦର୍ଶନ କରିବ ନାହିଁ। ପ୍ରଯୋଜକ KVN ପ୍ରଡକ୍ସନ୍ ସହିତ ଏକ ବ୍ୟବସାୟିକ ଚୁକ୍ତି ଯୋଗୁଁ ସିନେମା ହଲ ଏହି…
Read More...

ଆଜି ଛେଚିବ, କାଲିଠୁ କମିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ଷାର ଲଗାଣ ଜାରି ରହିଛି। ଲଘୁଚାପ ପ୍ରଭାବରେ ଗତ କାଲି ରାତିଠାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ହେଉଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଭୁବନେଶ୍ୱର, କଟକ ଓ ପୁରୀରେ ସାରା ରାତି ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ…
Read More...