ଆଜିଠୁ ରାଜ୍ୟରେ କମିବ ବର୍ଷା ପ୍ରକୋପ
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା ପ୍ରକୋପ କ୍ରମଶଃ କମିବ । ଗଭୀର ଅବପାତ ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭ ଉପରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ଭିତରେ ସାମାନ୍ୟ ଦୁର୍ବଳ ହୋଇ ଅବପାତ ରୂପ ନେବ ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଗୁରୁବାର ଆଉ ବଡ଼ ବର୍ଷା!-->!-->!-->…
Read More...
Read More...