ସ୍କୁଲ ଜାଗାରେ ବ୍ୟକ୍ତିଗତ ଗୃହ ନିର୍ମାଣ
କୋକସରା : କୋକସରା ବ୍ଲକ କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭୂସମ୍ପତ୍ତି ଉପରେ ଗୋଟିଏ ପରିବାର ଅକ୍ତିଆର କରି ରହିଛନ୍ତି। ବାରମ୍ବାର ତାଙ୍କୁ ଜାଗା ଛାଡିବା ପାଇଁ କୁହାଯାଇଥିଲେ ମଧ୍ୟ କୈାଣସି ପ୍ରକାରରେ ଧ୍ୟାନ ଦେଉ ନାହାନ୍ତି। ଏ ନେଇ ଶନିବାର ସ୍କୁଲ ପରିଚାଳନା କମିଟି ପକ୍ଷରୁ!-->…
Read More...
Read More...