୯୦ ପ୍ରତିଶତ ସରିଛି ଶ୍ରୀମନ୍ଦିର ନାଟମଣ୍ଡପର କାର୍ଯ୍ୟ
ପୁରୀ : ଗତ ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଥିବା ନାଟମଣ୍ଡପ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଛି ।ଆସନ୍ତା ରଥଯାତ୍ରା ସମୟରେ ଅବଶିଷ୍ଟ କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଡି.ବି ଗଡନାୟକ ସୂଚନା ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ!-->…
Read More...
Read More...