ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସହାୟତା
କଟକ: ବାରଙ୍ଗ ବ୍ଲକ ଅନ୍ତର୍ଗତ ପରମହଂସ ସଂସ୍କୃତ ବିଦ୍ୟାପୀଠ ପରିସରରେ ଶ୍ରୀଜଗନ୍ନାଥଙ୍କର ଏକ ସୁଉଚ୍ଚ ମନ୍ଦିର ନିର୍ମାଣ କରାଯାଉଛି । ସ୍ଥାନୀୟ ଅଂଚଳର ଲୋକଙ୍କ ଆର୍ଥିକ ସହାୟତା ରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଗତକାଲି ଗୌରୀଦାଶ ଜନକଲ୍ୟାଣ ପାଣ୍ଠି ପକ୍ଷରୁ ଏହାର!-->…
Read More...
Read More...