ବିଧାୟକ ମୋକିମଙ୍କୁ ଲାଗିଲା ବଡ଼ ଝଟକା
କଟକ : କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଝଟକା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଦେବାଶିଷ ସାମନ୍ତରାୟ ଅଭିଯୋଗ ଆଣିଥିଲେ ଯେ, ମହମ୍ମଦ ମୋକିମ ଅପରାଧିକ!-->…
Read More...
Read More...