ରଙ୍ଗୀନ ମାଛ ଚାଷ ସ୍ୱାବଲମ୍ବୀ ହେଉଛନ୍ତି ଏସ୍‌ଏଚଜି ମହିଳା

ଖଡ଼ିଆଳ: ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ସରକାର ଯୋଗାଇ ଦେଉଛନ୍ତି । ଏହି କ୍ରମରେ ଖଡ଼ିଆଳ ବ୍ଲକ ତ୍ରୁକୁଲାଲା ଗ୍ରାମର ଏସଏଚଜି ମହିଳାମାନେ ଏବେ ରଙ୍ଗୀନ ମାଛ ଚାଷ ଆରମ୍ଭ କରି ଆର୍ଥିକ ସଶକ୍ତିକରଣ
Read More...

 ପୋଲ ତଳକୁ ଖସିପଡ଼ିଲା ବସ୍‌: ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଖାର୍ଗୋନସ୍ଥିତ ଏକ ପୋଲ‌ରେ ବସ୍‌ଟି ଯାଉଥିବା ବେଳେ ପୋଲ ତଳକୁ ଖସି ପଡ଼ିବା ପରେ ବସ୍‌ରେ ଥିବା ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ତେବେ ଏହି ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ‌‌ହୋଇଛନ୍ତି। ଜାଣିବାକୁ ମିଳିଛି
Read More...

ପୁରୀ ଆଇଟିଆଇରେ ଆପ୍ରେଣ୍ଟିସିପ୍‌ ମେଳା

ପୁରୀ: ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍‌ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ ।
Read More...

ସିଆରପିଏଫ୍‌ ଜବାନଙ୍କ ଅକାଳ ବିୟୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ୍‌ କ୍ୟାମ୍ପରେ ଅଘଟଣ । ଇଲେକ୍ଟ୍ରିକ୍‌ ସକ୍‌ ରେ ଯବାନଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ମୃତକ ଜବାନ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲାର ବାଲିଚାନ୍ଦପୁର ଥାନା ବଡ଼ ବାଲିକୁଦା ଅଞ୍ଚଳର
Read More...

ଓଡ଼ଗାଁରେ ନୀଳମଣିଙ୍କ ବାରିରେ ଫଳିଛି ଅଙ୍ଗୁର

ଓଡଗାଁ: ଓଡଗାଁ ଅଂଚଳରେ ଅଙ୍ଗୁର ଫଳିବା ନେଇ ପରିବେଶବିତ୍‌ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏହି ମାଟିରେ ଅଙ୍ଗୁର କିଭଳି ଫଳିଲା ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି । ଓଡଗାଁ ଏନ୍‌ଏସି ଦଲକ କଲ୍ୟାଣିସାହି ୧୩ନଂ ୱାର୍ଡ ନିଳମଣୀ ଜେନାଙ୍କ ବାରିରେ ଫଳଛି ଅଙ୍ଗୁର ଫଳ । ଏହି ଫଳ ଦେଖିବାକୁ ଲୋକଙ୍କ
Read More...

ଚାକିରି ଖଣ୍ଡିକ ମିଳନ୍ତା କି? ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଅନ୍ଧ ବାପା ଓ ତା’ର ଶିକ୍ଷିତ ଝିଅ

ରାୟଗଡା: “ଚାକିରି ଖଣ୍ଡିକ ମିଳନ୍ତା କି ? ମୋ ଶିକ୍ଷିତ ଝିଅ ପାଇଁ ।” ଏଭଳି ଆଶା ନେଇ ଆଜି ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଅନ୍ଧ ବାପା ଓ ତାଙ୍କ ଉଚ୍ଚ ଶିକ୍ଷିତ ଝିଅ । ତେବେ ଜିଲ୍ଳାପାଳ ଅନୁପସ୍ଥିତ ରହିଥିବା ବେଳେ ଅତିରିକ୍ତ ଜିଲ୍ଳାପାଳ ମଧ୍ୟ ଯୁଗ୍ମ ଅଭିଯୋଗ ଶୁଣାଣୀ
Read More...

ଫାଇବର ଖଡ଼ିମୂର୍ତ୍ତି ଗୋଦାମରେ ନିଆଁ ଲାଗି ୮ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ପୁରୀ: ପୁଣି ପୁରୀରେ ଲାଗିଲା ନିଆଁ । ଫାଇବର ଖଡ଼ିମୂର୍ତ୍ତି ଗୋଦାମରେ ନିଆଁ ଲାଗି ୮ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଖବର ପାଇ ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଆଠଜଣ ଆଗ୍ନିକ ନିଆଁକୁ ଆୟତ୍ତ କରିଥିଲେ । ମାତିତୋଟା ରୋଡ଼ ଗୋଖା ସାହି ଛକ ନିକଟର
Read More...

ଦଶପଲ୍ଲାର ଗ୍ରାମାଞ୍ଚଳରେ ଖୋଲୁନି ଜଳଛତ୍ର

ଦଶପଲ୍ଲା :ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଭିନ୍ନ ଛକ - ବଜାର ବା ରାସ୍ତାପାର୍ଶ୍ୱରେ ଜଳଛତ୍ର ଖୋଲିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିବା ବେଳେ ବ୍ଲକ୍‌ର ପଶ୍ଚିମାଞ୍ଚଳରେ ପଞ୍ଚାୟତର ଅଦ୍ୟାବଧି କୌଣସି ଜଳଛତ୍ର ଖୋଲି ନଥିବା
Read More...

ଗୃହରକ୍ଷୀ ମହାସଂଘ ଖଜୁରୀପଡ଼ା ଶାଖା ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ :ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ମିଳିତ ଉଦ୍ୟମରେ ଖଜୁରୀପଡା ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଖଜୁରୀପଡ଼ା ଥାନା ଅନ୍ତର୍ଗତ କଲେଜ ନିକଟରେ ଥିବା ସାଂସ୍କୃତିକ ମଞ୍ଚ ମଣ୍ଡପ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ
Read More...

ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରି ତୃତୀୟ ସ୍ଥାନ ଅଧିକାର କରିଛି ଗଜପତି ଜିଲ୍ଲାର ପ୍ରାଣୀ ସମ୍ପଦ ବିଭାଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପ୍ରାଣୀ ସମ୍ପଦ ବିଭାଗ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଜିଲ୍ଲାରେ ସଫଳ ରୂପାୟନ କରି ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ବିଶେଷ କରି ଚାଷୀଙ୍କ ପାଇଁ ଜୀବନ ଜୀବିକା ଯୋଗାଉ ଥିବା ଯୋଜନା ଗୁଡିକ ସଫଳ ରୂପାୟନ ହୋଇ ଥିବାରୁ
Read More...