ରାୟଗଡାରେ ନକଲି ସାର୍ଟିଫିକେଟ ଜବତ, ଜଣେ ଅଟକ
ରାୟଗଡା: ଗ୍ରାମୀଣ ଡାକ ସେବକ ପଦବୀ ନିଯୁକ୍ତି ନିମନ୍ତେ ଆଜି ସାର୍ଟିଫିକେଟ ଯାଞ୍ଚ ବେଳେ ମିଳିଛି ୟୁପି ବୋର୍ଡ଼'ର ଗୋଟିଏ ମାଟ୍ରିକ ନକଲି ସାର୍ଟିଫିକେଟ । ଆଉ ଧରା ପଡିଛନ୍ତି ପଦବୀ ସକାଶେ ମେରିଟ ଲିଷ୍ଟରେ ଥିବା ଯୋଗ୍ୟ ପ୍ରାର୍ଥୀ । ସେ ହେଉଛନ୍ତି ରବି ହିଆଲ ନାମକ ଜଣେ ଯୁବକ । ରାୟଗଡା!-->…
Read More...
Read More...