ଗଛ ପଡି ରାସ୍ତା ଅବରୋଧ, ଅଳ୍ପକେ ବର୍ତ୍ତିଲେ ପଥଚାରୀ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନାଥପୁର ପଞ୍ଚଯାତ ଅନ୍ତର୍ଗତ ଗାଦବାଗୁଡା ଗ୍ରାମର ଯାତାୟାତ କରୁଥିବା ରାସ୍ତା ଉପରେ ଦିନ ଦ୍ୱିପହରରେ ବର୍ଷା ପବନ ହେବା ଦ୍ୱାରା ବହୁଦିନର ଏକ ତେନ୍ତୁଳି ଗଛ ଭାଙ୍ଗି ରାସ୍ତା ଉପରେ ପଡି ଯାଇଛି । ଗଛ ପଡିଯିବା ଯୋଗୁଁ କୌଣସି ଧନ!-->…
Read More...
Read More...