ଜଳ ସମସ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଟେମରା ହଂସପଡାବାସୀ

କୋକସରା:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ବୁଧବାର ଜଳ ସମସ୍ୟା ନେଇ କୋକସରା ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ସମସ୍ୟାର ଶିଘ୍ର ସମାଧାନ କରିବା ପାଇଁ ଗୁହାରୀ କରିଛନ୍ତି ।ସୂଚନା ଅନୁସାରେ, ହଂସପଡା ଗାଁରେ ପ୍ରାୟ ୧…
Read More...

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥ ଆଜି ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଅଛି । ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ…
Read More...

ପୁଣି ଏକ ଅଘଟଣ,ମାଲବାହୀ ଟ୍ରେନ୍‌ ମାଡିଯିବାରୁ ୬ ଶ୍ରମିକ ମୃତ

ଯାଜପୁର: ରାଜ୍ୟରେ ଆଉ ଏକ ଟ୍ରେନ ଅଘଟଣ ଘଟିଛି । ବୁଧବାର ଅପରାହ୍‌ଣରେ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ରେ ଟ୍ରେନ୍‌ ମାଡିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡିଛି । ମୃତାହତଙ୍କ ପରିଚୟ ମିଳିପାରି ନାହିଁ ।ଆଜି ଅପରାହ୍‌ଣ ୫ଟା ୧୫…
Read More...

ଓଲଟିଲା ପେଟ୍ରୋଲ ଗାଡି,ଗାଈ ମୃତ

ବାଲିଗୁଡା: ବାଲିଗୁଡା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟିର ଇର୍ପିଗୁଡା ଛକଠାରେ ଗୋଟିଏ ପେଟ୍ରୋଲ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି,ଯାହାଫଳର ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଗୋଟିଏ ଭାରତ ପେଟ୍ରୋଲ ଟ୍ରକ ନଂ ଓଡି ୦୪ଜି୨୬୮୧ ପାରାଦୀପରୁ ରାୟଗଡା ଅଭିମୁଖେ ଯାଉଥିବା ବେଳେ…
Read More...

ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ ଶିବିର

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଭୁବନେଶ୍ୱର ଓକାକ କ୍ୟାମ୍ପସରେ ସି. ଏସ. ଏମ ସହଯୋଗରେ ହୋଇଥିଲା । ଏହି ଶିବିରକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଥିଲେ । ଏହି ଶିବିରରେ ୧୨୦ ୟୁନିଟ୍‌…
Read More...

ଦଶପଲ୍ଲାରେ ପହଞ୍ଚିଲା ରେଳଗାଡ଼ି

ଦଶପଲ୍ଲା : ମଙ୍ଗଳବାର ପ୍ରଥମ ଥର ପାଇଁ ଦଶପଲ୍ଲା ରେଳ ଷ୍ଟେସନରେ ପହଂଚିଛି ପ୍ରଥମ ରେଳ ଗାଡ଼ି । ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଲୁହା ରେଳ ଧାରଣା ଧରି ପହଂଚିଛି ରେଳଗାଡ଼ି ଐରାବତ । ରେଳ ଷ୍ଟେସନ ରେ ପହଞ୍ଚିବା ପରେ ଦଶପଲ୍ଲାବାସୀଙ୍କ ପକ୍ଷରୁ ଏହି ରେଳ ଗାଡ଼ିକୁ ସ୍ୱାଗତ କରାଯିବା ସହ…
Read More...

ଦଶପଲ୍ଲା ଉପ ଡାକଘରର ସବ ପୋଷ୍ଟ ମାଷ୍ଟର ନିଲମ୍ବିତ

ଦଶପଲ୍ଲା : ଦଶପଲ୍ଲା ଉପ ଡାକଘରର ସବ ପୋଷ୍ଟ ମାଷ୍ଟର ସୁଧାଂଶୁ ଶେଖର ଛୋଟରାୟ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ସେ ୧୦ଦିନ ପୂର୍ବେ ଏଠାକୁ ବଦଳି ହୋଇ ଆସି କାର୍ଯ୍ୟରେ ଯୋଗଦେଇଥିଲେ । କାର୍ଯ୍ୟରେ ଯୋଗଦେବା ଦିନଠାରୁ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇ ଆସିବା ସହିତ…
Read More...

ରାତି ଅଧରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସମ୍ପତ୍ତି

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ରାତ୍ରି ସାଢେ ୯ଟାରେ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି । ଘରର ଜଣେ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ବାନ୍ଧି ଦେଇଥିଲେ ଓ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ରୁପା ନେଇ ଯାଇଛନ୍ତି ।…
Read More...

ଅମଲା ସଂଘର ଧାରଣା ଓ ବିକ୍ଷୋଭ ଯୋଗୁଁ ଖାଁ ଖାଁ ସରକାରୀ ଦପ୍ତର

ସୁବର୍ଣ୍ଣପୁର: ଆଜିକୁ ସାତ ଦିନ ହେଲା ସାରା ରାଜ୍ୟର ବରିଷ୍ଠ ଓ କନିଷ୍ଠ ଅମଲାମାନେ ସେମାନଙ୍କ ଏକମାତ୍ର ଦାବି "ମିଶନ୍‌ ଗ୍ରେଡ୍‌ ପେ ୪୨୦୦’କୁ ନେଇ କାମବନ୍ଦ ଆନ୍ଦୋଳନରେ ବସିଛନ୍ତି । ଗୋଟାଏ ପଟରେ ରାଜ୍ୟରେ ଅଭୂତପୂର୍ବ ବାହାନଗାର ରେଳ ଦୁର୍ଘଟଣା ଯୋଗୁଁ ରାଜ୍ୟର ସମସ୍ତ ଶାସନ କଳ ମୃତକ ତଥା…
Read More...

ଖାଲମଡା ଗ୍ରାମରୁ ମୂଲ୍ୟବାନ କାଠ ଜବତ

ନୂଆଗାଁ : ନୟାଗଡ଼ ଜିଲ୍ଲା ମହୀପୁର ବନାଞ୍ଚଳ ଅଧିନସ୍ଥ ଖାଲମଡା ଗ୍ରାମରୁ ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ହଠାତ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ମୂଲ୍ୟବାନ କାଠ ଜବତ କରିଥିବାର ସୂଚନା ମିଳିଛି । ସୂଚନା ମୁତାବକ ବନପାଳ ରାକେଶ ସାହୁ ସମେତ ବନରକ୍ଷୀ ବିନାୟକ ଜେନା, ଶ୍ରୀକାନ୍ତ ନାୟକ,…
Read More...