ପୁଣି ବଢିଲା ସୁନା ଦର
ଭୁବନେଶ୍ୱର : ସୁନା ଦର ଦିନେ କମିଲେ ଦିନେ ପୁଣି ବଢୁଛି। ସୁନା ଦାମ୍ ବୃଦ୍ଧି ହେଲେ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ। ଶୁକ୍ରବାର ଏପ୍ରିଲ ୧୦ରେ ପୁଣି ବଢିଛି ସୁନା ଦର। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୧,୫୩,୦୦୦ ଟଙ୍କା ରହିଛି। ଗତକାଲି ୧,୫୧,୦୦୦ ଟଙ୍କା ଥିଲା। ଏଥିରେ ୧,୫୨୦!-->…
Read More...
Read More...