ଟ୍ରେନ୍‌ ଉପରକୁ ଚଢି ସେଲଫି ନେବା ହେଲା କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀଅନ୍ତା ଜଳି ଯୁବକଙ୍କ ମୃତ୍ୟୁ

ରାୟଗଡା: ମାଲବାହୀ ଟ୍ରେନ୍‌ ଉପରକୁ ଚଢି ସେଲଫି ନେବା ହେଲା କାଳ । ଉଚ୍ଚ ସଂପନ୍ନ ୨୫କେଭି କ୍ଷମତା ବିଶିଷ୍ଟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜୀଅନ୍ତା ଜଳି ଗଲେ ଜଣେ ୧୨ବର୍ଷର ଯୁବକ । ମୃତ ଯୁବକ ଜଣକ ହେଲେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଅନ୍ତର୍ଗତ ବାର୍ତ୍ତିବାଡି ଗ୍ରାମର ସହଦେବ ନାୟକ
Read More...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁର ଜିଲ୍ଲା ବିଜେପିର ଗଣଧାରଣା ଓ ବିକ୍ଷୋଭ

ନବରଙ୍ଗପୁର:- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ନବରଙ୍ଗପୁର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ
Read More...

ଦ୍ୱିତୀୟ ବିବାହ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ବିତୀୟଥର ବିବାହ କରିଛନ୍ତି । ସେ ପତ୍ନୀ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥ‌ରେ ସାତ ଫେରା ନେଇ ଚର୍ଚ୍ଚାରେ ରହିଛନ୍ତି। ନତାଶା ହେଉଛନ୍ତି ସର୍ବିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ
Read More...

ବିପଦସଙ୍କୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ୍‌ ତାର

ନୂଆପଡା: ସ୍କୁଲ ପରିସରରେ ବିପଦସଂକୁଳ ଅବସ୍ଥାରେ ଏଗାର କେଭି ବିଦ୍ୟୁତ ତାର ରହିଛି । ଏହାକୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି, ନହେଲେ କୌଣସି ଦୁର୍ଘଟଣା ଘଟିଲେ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମରେ ଥିବା ଉଚ୍ଚ
Read More...

କଂଗ୍ରେସରେ ମିଶିବେ ପ୍ୟାରୀଙ୍କ ଝିଅ

ଭୁବନେଶ୍ୱର : ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସରେ ଏବେ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି  । ଦଳକୁ ମଜବୁତ କରିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ଟାଣିବାକୁ ପ୍ରୟାସ କରୁଛି ପ୍ରଦେଶ କଂଗ୍ରେସ  । ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ଘଟଣା
Read More...

ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ହାଇମ୍ୟାକ୍ସ ଲାଇଟ ଉଦ୍‌ଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରେଳ ଷ୍ଟେସନ ପରିସର ଏବଂ ପୁରୁଣା କୋର୍ଟ ଛକ ଠାରେ ଦୁଇ ଗୋଟି ହାଇମ୍ୟାକ୍ସ ଲାଇଟ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ସହରର ଏହି ଦୁଇ ସ୍ଥାନରେ ହାଇମ୍ୟାକ୍ସ ଲାଇଟ ଉଦଘାଟନ କରିଛନ୍ତି । ଏହି ଅବସରରେ
Read More...

ମିଗୁନପଦରରେ ୯୯ ବାଟାଲିୟନ ଦ୍ୱାରା ନୂତନ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା

ଫୁଲବାଣୀ :-ମାଓ ପ୍ରବଣ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନୁପଦର ଗ୍ରାମରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । କ୍ୟାମ୍ପ ଉଦଘାଟନ ସମୟରେ ଶମ୍ଭୁ ବୈଦ୍ୟ(ଅତିରିକ୍ତ କମାଣ୍ଡାଣ୍ଟ), ଶୁଭେନ୍ଦୁ ପାତ୍ର ଆଇପିଏସ ଅଫିସର
Read More...

ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର : ଗତକାଲି ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଦୁଇ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।୨୦୦୪ ରୁ ୨୦୧୩ ମଧ୍ୟରେ
Read More...

ଡେଙ୍ଗାସଖାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାସଖାଲ ପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ
Read More...

ବସ ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ

ପାଟଣାଗଡ଼ : ଗତକାଲି ରାତି ସାଢେ ନଅଟା ରେ ପାଟଣାଗଡ଼ ଥାନା ରାମପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ବସ୍‌ ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ୍‌ ଆରୋହୀଦ୍ୱୟ ହେଲେ ଆସିତ ମେହେର (୨୭) ଓ ମଳୟ ମନିହୀରା (୨୪) ଉଭୟେ ତୁଷାର ଥାନା ନୂଆପଡ଼ା ଗାଁ ର ବୋଲି ଜଣାପଡିଛି । ପୁଲିସ
Read More...