ସ୍ୱସ୍ତିକ ସାମଲ କିଏ? ଦ୍ୱିଶତକ ହାସଲ କରି ଇତିହାସ ରଚିଲେ ଓଡ଼ିଶାର ବ୍ୟାଟସମ୍ୟାନ୍
କଟକ। ରେକର୍ଡ ବୁକରେ ନିଜ ନାମ ରଖିଛନ୍ତି ଓଡ଼ିଶାର ବ୍ୟାଟସମ୍ୟାନ୍ ସ୍ୱସ୍ତିକ ସାମଲ। ବୁଧବାର ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ସେ ଦ୍ୱିଶତକ ହାସଲ କରିଥିଲେ। ସେ ୧୬୯ ବଲ୍ ରେ ୨୧୨ ରନ ସଂଗ୍ରହ କରିଥିଲେ। ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ହାସଲ କରିବାରେ ସାମଲ ପ୍ରଥମ ଓଡ଼ିଶା!-->…
Read More...
Read More...