ମଇଁଷି ସହ ମୋଟରସାଇକେଲ ଧକ୍କା ,ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର

ବାଲିଗୁଡ଼ା: ମଇଁଷି ସହ ମୋଟରସାଇକେଲ ଧକ୍କା । ଦୁର୍ଘଟଣାରେ ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୁମାପଦର ଛକ ନିକଟରେ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ରେବିଙ୍ଗିଆ ଅଞ୍ଚଳର
Read More...

ପୁରୁଷ ହକି ବିଶ୍ବକପ୍‌:ଫାଇନାଲ୍‌ରେ ଜର୍ମାନି

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ହୋଇଛି। ଉଭୟ ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜର୍ମାନି ଶେଷ ୨ ମିନିଟରେ ଓଲଟାପାଲଟା କରି କଙ୍ଗାରୁ ଦଳକୁ ପରାସ୍ତ କରିଛି।
Read More...

ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର: ସହରର ଢେରାପଡାଠାରେ ନବନିର୍ମିତ ମାଁ ମହାଲକ୍ଷ୍ମୀ ଙ୍କର ମନ୍ଦିର ପ୍ରତିଷ୍ଠା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ମହାନଦୀର ପବିତ୍ର ଜଳ ରଜାପଡା ଘାଟଠାରୁ ମହିଳା ମାନେ ସଂଗ୍ରହ କରି କଳସ ଶୋଭାଯାତ୍ରାରେ ମଝିପଡା, ବସଷ୍ଟାଣ୍ଡ ନୂଆପଡା ଦେଇ ସ୍ଥାନୀୟ ଢେରାପଡା ସ୍ଥିତ ନବନିର୍ମିତ
Read More...

ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତାଧର୍ମୀ
ନାଟକ “ଆମେ କଣ୍ଢେଇ ନୋହୁଁ’ ପରିବେଷିତ

ଫୁଲବାଣୀ: କନ୍ଧମାଳ ମହୋତ୍ସବ ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଏକ ବିଶେଷ ଷ୍ଟଲ୍‌ କରାଯାଇ ସାଧାରଣ ଜନତାଙ୍କ ମଧ୍ୟରେ ଆଇନ୍‌ ସଚେତନତା ପାଇଁ ପ୍ରୟାସ ଜାରି ରହିଛି । ଜିଲ୍ଲା ଜଜ ସତ୍ୟପୀର ମିଶ୍ର ଏହାର ଉଦଘାଟନ କରିଥିଲେ । ଜିଲ୍ଲା ଜଜଙ୍କ ସହିତ ଫୁଲବାଣୀର ସମସ୍ତ
Read More...

ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ , ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆଜି ଦିନ ୧୨ସମୟରେ ହରଭଙ୍ଗା ଅଂଚଳରେ ମା ଅଧିଷ୍ଠା ଦେବୀ ମା ରୁଦ୍ରକାଳୀ ମନ୍ଦିରରେ ପୂଜାଅର୍ଚ୍ଚ଼ନା କରାଯାଇ ଏକ ବିରାଟ ସଭାଯାତ୍ରା ବାହାରି ମାଙ୍କର ଆଜ୍ଞାମାଳଙ୍କୁ ନେଇ ମହୋତ୍ସବ ପଡିଆରେ ମା ରୁଦ୍ରକାଳୀଙ୍କ ପ୍ରତିମା
Read More...

ରଥ ଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ନୀତି ସଂପନ୍ନ

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ତିଥିରେ ୨୦୨୩ ରଥ ଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ରଥ ଖଳାରେ ଏହି ନୀତି ଅନୁଷ୍ଠିତ ହୋଇଛି ।ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର
Read More...

ବିଏଲଓ ଶାନ୍ତନୁ ମିର୍ଦ୍ଧାଙ୍କୁ ସମ୍ବର୍ଦ୍ଧିତ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶାନ୍ତନୁ ମିର୍ଦ୍ଧାଙ୍କୁ ବୌଦ୍ଧ ଜିଲ୍ଲାର ଶ୍ରେଷ୍ଠ ବୁଥସ୍ତରୀୟ ଅଧିକାରୀ ଭାବେ ଜାତୀୟ ଭୋଟର ଦିବସ ଅବସରରେ ଗତ୨୫ ତାରିଖରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର
Read More...

ଭାରତ ଯୋଡଯାତ୍ରାକୁ କଂଗ୍ରେସ ପକ୍ଷରୁ ସ୍ୱାଗତ

କୋକସରା,୨୫/୧- ସାରା ଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଅଦ୍ଭୁକ୍ଷତପୂର୍ବ ସଫଳତା ମିଳିବାରେ ଲାଗିଛି । କଂଗ୍ରେସର ଆଦର୍ଶ ଓ ଦେଶରେ ଏକ ଭାଇଚାରା ପରିବେଶ ସୃଷ୍ଟି ପାଇଁ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାରେ ଅନେକ ଲୋକେ ଯୋଡି ହୋଇଛନ୍ତି । ତେବେ ଓଡିଶାରେ ପିସିସି ସଭାପତି ଶରତ
Read More...

ମିନି ମାରାଥନ ଦୌଡ ପ୍ରତିଯୋଗିତା

ବାଲିଗୁଡା,୨୫/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉପଖଣ୍ଡ ଉତ୍ସବ ପାଳନ କମିଟି ଆନୁକୂଲ୍ୟରେ ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ବୁଧବାର ପ୍ରତ୍ୟୁଷରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାକୁ
Read More...

ସୁବର୍ଣ୍ଣପୁରରେ ଜାତୀୟ ମତଦାତା ଦିବସ ପାଳିତ

ସୁବର୍ଣ୍ଣପୁର,୨୫/୧- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସଙ୍ଗୀତ ଗାନପରେ ସମସ୍ତ ମତଦାତାଙ୍କୁ ସଂକଳ୍ପ ପାଠ କରାଇଥିଲେ
Read More...