ଖରା ଆରମ୍ଭରୁ ଜଳ ସଂକଟ, ଆଗକୁ ପରିସ୍ଥିତି ଅଣାୟତ

ଦଶପଲ୍ଲା : ଦଶପଲ୍ଲା ଏନଏସିର ବିଭିନ୍ନ ୱାର୍ଡ଼ରେ ଥିବା ନଳକୂପ ଓ ଖୋଲା କୂଅ ଗୁଡିକ ଏବେ ଲୋକଙ୍କୁ ପାଣି ଯୋଗାଇବାରେ ଅସମର୍ଥ ହୋଇ ପଡ଼ିଛି । କେଉଁଠି କୂଅ ଶୁଖି ଗଲାଣି ତ, ଆଉ କେଉଁଠି ନଳକୂପ ହ୍ୟାଣ୍ଡେଲକୁ ୨୫ରୁ ୩୦ ଥର ମାରିଲେ ଢାଳେ ପାଣି ବାହାରୁଛି ।ଅନ୍ୟପକ୍ଷରେ ଏକାଧିକ ନଳକୂପ ଥାଇ
Read More...

“କୃଷି ଓଡିଶା -୨୦୨୩’ରେ ଗଞ୍ଜାମର ମାଛ ଚାଷୀ ସମ୍ମାନିତ

ବ୍ରହ୍ମପୁର:ଓଡିଶା ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଗତ ୧୬ ରୁ ୧୮ ପର୍ଯ୍ୟନ୍ତ ତିନି ଦିନିଆ ବିଶାଳ ବାର୍ଷିକ କୃଷି ମହୋତ୍ସବ "କୃଷି ଓଡିଶା -୨୦୨୩' ଅନୁଷ୍ଠିତ ହୋଇଯାଇଛି । ଫାର୍ମ ଯାନ୍ତ୍ରିକରଣ
Read More...

ଖୁବଶୀଘ୍ର ବିବାହ କରିବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ, ସରିଲା ନିର୍ବନ୍ଧ

ସମ୍ବଲପୁର: ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ । ଏନେଇ ରବିବାର ଉଭୟଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି । ସମ୍ବଲପୁର ଜିଲାପାଳଙ୍କ ସରକାରୀ ବାସଭବନରେ କମ୍‌ ଲୋକଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି । ଏହି ଅବସରରେ ଚଞ୍ଚଳ
Read More...

ବୃଦ୍ଧଙ୍କୁ କଚାଡ଼ି ମାରି ଦେଲା ଦନ୍ତା

ସୁନ୍ଦରଗଡ: ଦନ୍ତା ଗୋଡ଼ାଇ ଗୋଡ଼ାଇ ବୃଦ୍ଧଙ୍କୁ କଚାଡ଼ି ମାରି ଦେଲା। ସୁନ୍ଦରଗଡ ଜିଲ୍ଲା ବାରସୁଆଁ ବନାଞ୍ଚଳର ରେଙ୍ଗମା ଗାଁରେ ଘଟିଛି ଏହି ଅଘଟଣ। ମୃତକ ଜଣକ ରେଙ୍ଗମା ମୁଣ୍ଡାବସ୍ତିର କବି ନାଏକ(୬୦)। ସେ ଚାଷବାସ କରି ପରିବାର ଚଳାନ୍ତି। ସୂଚନା ମୁତାବକ, ଗତକାଲି ରାତିରେ କବି ନାଏକ
Read More...

ଫୁଲବାଣୀ ବିଧାୟକଙ୍କ ଦ୍ୱାରା ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଜାମଝରି ଠାରେ ୧୫୦୦୦ ଦକ୍ଷତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଆଇ. ଟି. ଡି.ଏ ଦ୍ୱାରା ମିଶନ ଜୀବିକା ଯୋଜନା ଦ୍ୱାରା ଏହି କାର୍ଯ୍ୟକ୍ରମ
Read More...

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଭାଷା ସାହିତ୍ୟିକ ଡ଼. ନାରାୟଣ ପଣ୍ଡା, ନାଟ୍ୟକାର ନାରାୟଣ ସାହୁ, କଥାକାର ଶୁଭ୍ରାଂଶୁ ପଣ୍ଡା ଅତିଥି
Read More...

ପିକ୍‌ଅପ୍‌ ଭ୍ୟାନ ଓ ବାଇକ ମଧ୍ୟରେ ଧକ୍କା,ଚାଲିଗଲା ୨ ଭାଇର ଜୀବନ

ରାୟଗଡା: ରାୟଗଡା ଜିଲ୍ଳାରେ ଗତ କିଛି ମାସ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ଆଉ ଏହି ସଡକ ଦୁର୍ଘଟଣାରେ ଅକାଳରେ ଚାଲି ଯାଉଛି ଜୀବନ । ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଯାଇଛି ଦୁଇଟି ପରିବାରର ଦୁଇ ପୁତ୍ରଙ୍କ ଜୀବନ । ରାୟଗଡା ଜିଲ୍ଳା ଚାନ୍ଦିଲି
Read More...

୨୪ ପ୍ରହରୀ ଉପଲକ୍ଷେ କଳସ ଶୋଭାଯାତ୍ରା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଖପ୍ରାଖୋଲ ଗାଁରେ ୨୪ ପ୍ରହରୀ ପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗାଁର ମହିଳାମାନେ ସରକାରୀ କଟାରୁ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଆଣି ମଣ୍ଡପରେ ସ୍ଥାପନ କରିଥିଲେ । ପଦ୍ମ ସିଂ ବରିହା ଓ ପତ୍ନୀ କର୍ପୁର ଦେବ ସିଂ
Read More...

ମହାଶିବରାତ୍ରୀ ଅବସରରେ ପଞ୍ଚରଥ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ଗତକାଲି ମହା ଶିବରାତ୍ରି ଅବସରରେ ସୋନପୁର ବସଷ୍ଟାଣ୍ଡ ସ୍ଥିତ ପଞ୍ଚରଥ ଶୈବ ପୀଠଠାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଭୀମଭୋଇ କଳାପରିଷଦର ମୁଖ୍ୟ ଉମେଶ କୁମ୍ଭାରଙ୍କ ତତ୍ୱାବଧାନରେ ପଶ୍ଚିମ ଓଡିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ନବୀନ କୁଅଁର, ଶତ୍ରୁଘ୍ନ
Read More...

ବେଲପଡା ଥାନାରେ ଆମ ପୁଲିସ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟଣାଗଡ଼: ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ପରିସରରେ ଆମ ପୁଲିସ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ଅଧକ୍ଷତାରେରେ ଅନୁଷ୍ଠିତ ଉକ୍ତ ବୈଠକରେ ଆମ ପୁଲିସର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଇ.ଆଇ.ସି ଅବଗତ କରିଥିଲେ । କେମିତି ଅଂଚଳରେ
Read More...