ବର୍ଷେ ବଢିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି ଦଳ । ଆଉ ବର୍ଷେ ବଢିଛି ତାଙ୍କ କାର୍ଯ୍ୟକାଳ । ଅର୍ଥାତ,ସେ ଆସନ୍ତା ୨୦୨୪ ନିର୍ବାଚନ ଶେଷ ହେବା ଯାଏଁ ଏହି ଦାୟିତ୍ୱରେ ରହିବେ । ତାଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢିବ । ଏନେଇ ଆଜି!-->…
Read More...
Read More...