ଦୁଇ ବାରହା ଶିକାରୀ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଦନ୍ତା ହାତୀ ମୃତ୍ୟୁ ଘଟଣା ନେଇ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ । ଦୁଇ ଶିକାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଶୋଇ, ରାଇକିଆ ଡେଙ୍ଗାଖମନ ଗାଁର ବୁଲୁ ମଲିକ
Read More...

ଭାରସାମ୍ୟ ହରାଇ ୧୫ଫୁଟ ଖାଲକୁ ଖସିଲା କାର୍‌; ଜଣେ ମୃତ, ଡ୍ରାଇଭର ସମେତ ୪ ଜଣ ଗୁରୁତର

ବାଲିଗୁଡ଼ା: ଭାରସାମ୍ୟ ହରାଇ ୧୫ ଫୁଟ ପୋଲ ତଳକୁ ଖସିଲା କାର୍‌ । ଏଥିରେ ଜଣକ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ଆଜି ସକାଳେ କନ୍ଧମାଳ ଜିଲ୍ଲା
Read More...

ସିଲ୍କସିଟି ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଚଗୀତରେ ଝୁମିଲେ ଦର୍ଶକ ମଣ୍ଟୁ ଛୁରିଆ, ଉଦିତ ଓ ଆଦିତ ନାରାୟଣଙ୍କ ଗୀତ…

ଗଞ୍ଜାମ/ବ୍ରହ୍ମପୁର,୧୬/୧:- ବ୍ରହ୍ମପୁର ସିଲକ ସିଟି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶୀତ ବଢ଼ିବା ସହ ବଢୁଛି ଦର୍ଶକଙ୍କ ଭିଡ଼ । ଶୀତୁଆ ସନ୍ଧ୍ୟାରେ ବହୁ ସ୍ଥାନୀୟ କଳାକାରଙ୍କ ନୃତ୍ୟ ଦେଖି ମଜା ନେଉଥିଲେ ଦର୍ଶକ । ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରଙ୍କ ନୃତ୍ୟ ଏଠାରେ ଉପସ୍ଥିତ ହଜାର ହଜାର
Read More...

ସହିଦ ରେଣ୍ଡୋ ମାଝୀ ମଞ୍ଚର ଦ୍ୱିତୀୟ ସନ୍ଧ୍ୟା, ବଜାଶାଲ, ଘୁମୁରାର ତାଳେ ତାଳେ ଦୁଲୁକିଲା ମଞ୍ଚ

ଭବାନୀପାଟଣା,୧୬/୧: ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାରମାନଙ୍କ ମହାସମାବେଶ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଜିଲ୍ଲାରୁ ପ୍ରବହମାନ ଏଇ ସାଂସ୍କ୍ରୁତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ
Read More...

ବେଲଘରରେ ହାତୀ ଆତଙ୍କ,ହାତୀ ଘଉଡ଼ାଇବାକୁ ବନ ବିଭାଗର ପ୍ରୟାସ ଜାରି

ବାଲିଗୁଡ଼ା: କନ୍ଧମାଳରେ ହାତୀ ଆତଙ୍କ । ୫୦ଟିକିଆ ହାତିପଲ ଗାଁ ନିକଟ ଜଙ୍ଗଲରେ ଚଳ ପ୍ରଚଳ କରୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସିମାନ୍ତ ଝିରିପାଣି,ଭଣ୍ଡରଙ୍ଗି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା
Read More...

ସୁବର୍ଣ୍ଣ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ପ୍ରାକ୍ତନ ଏସପିଙ୍କ ଗୀତ ଓ ଜ଼ିଲ୍ଲାପାଳଙ୍କ ନାଚରେ ବିମୋହିତ ଦର୍ଶକ

ସୁବର୍ଣ୍ଣପୁର: ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ , ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା
Read More...

ଶ୍ରୀଲଙ୍କାର ଶୋଚନୀୟ ପରାଜୟ,୩-୦ରେ ସିରିଜ୍ ଜିତିଲା ଭାରତ

ଥିରୁଅନନ୍ତପୁରମ: ତୃତୀୟ ଦିନିକିଆରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଚିତ୍‌ ମାରିଲା ସିଂହଳ ଟିମ୍। ଆଜି ଭାରତ ଦେଇଥିବା ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଫଳରେ ଭାରତୀୟ ଟିମ୍ ୩୭୧ ରନ୍‌ରେ ବିଜୟ ହାସଲ
Read More...

ବିଜୁ ଏକ୍ସପ୍ରେସୱେ ରାସ୍ତା ନିମ୍ନମାନର ଅଭିଯୋଗ; ଯନ୍ତ୍ରୀଙ୍କ ଅନୁପସ୍ଥିତି, କାମ ବନ୍ଦ କଲେ ଗ୍ରାମବାସୀ

କୋକସରା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରୁ ଆମପାଣି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧିନରେ ଠିକା ସଂସ୍ଥା ବିୟୁ୍‌ଏମଏସଏଲ ଦ୍ୱାରା ବିଜୁ ଏକ୍ସପ୍ରେସୱେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ କୋକସରା ବ୍ଲକ ଡୁମେରବାହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ବର୍ତ୍ତମାନ ରାସ୍ତା କାମ ଜାରି
Read More...

ପୁରୀରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପୁରୀ :ଚାଲୁଅଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ (ଜାନୁଆରୀ ୧୧ ରୁ ଜାନୁଆରୀ ୧୭) ୨୦୨୩ । ଆଜି ପଞ୍ଚମ ଦିବସରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବିରହରେକୃଷ୍ଣପୁର ଛକ ନିକଟରେ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ "ଆମ ବାର୍ତ୍ତା,
Read More...

ସାରଙ୍ଗଡ଼ିଆନ୍‌ ରାଜ୍ୟସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବଲାଙ୍ଗୀରକୁ ହରାଇ ସାରଙ୍ଗଡ଼ ଚାମ୍ପିୟନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ହାଇସ୍କୁଲ ପଡ଼ିଆଠାରେ ସାରଙ୍ଗଡ଼ ଫୁଟବଲ ଓ ଆଥଲେଟିକ୍‌ ଆସୋସିଏସନ୍‌ ଆନୁକୁଲ୍ୟରେ ନବମ ରାଜ୍ୟସ୍ତରୀୟ ସାରଙ୍ଗଡ଼ ଫୁଟବଲ୍‌ ଚ୍ୟାଲେଞ୍ଜ କପ୍‌-୨୦୨୩ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ଆଠଟି ଦଳ ଭାଗ ନେଇଥିବା ବେଳେ ବଲାଙ୍ଗୀର ଓ
Read More...