ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହରଭଙ୍ଗା,୯/୧:- ହରିଶଙ୍କର ତୀର୍ଥ ସାରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଓଡି୦୫ଏଏନ୍‌୦୧୧୪ନମ୍ବର ଥିବା ଶ୍ରୀକ୍ରିଷ୍ଣା ନାମକ ଘରୋଇ ବସଟି ଭଦ୍ରକ ଜିଲ୍ଲାରୁ ୪୫ଜଣ ତୀର୍ଥ ଯାତ୍ରୀ ନେଇ ହରିଶଙ୍କର ଯାତ୍ରା କରି ଘରକୁ ଫେରୁଥିବା ସମୟରେ ହରଭଙ୍ଗା
Read More...

ଦଶପଲ୍ଲାରେ ଶୀତ ଲହରୀ, କୁଜାମେଣ୍ଢି ଅଂଚଳରେ ହାଲକା ବରଫ ପାତ

ଦଶପଲ୍ଲା : ବଣ ଜଂଗଲ ପରିବେଷ୍ଟିତ ଦଶପଲ୍ଲାରେ ଏବେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦଶପଲ୍ଲାର ଅନେକ ଅଂଚଳରେ ହାଡ଼ଭଂଗା ଶୀତ ତରଙ୍ଗ ଅନୁଭୂତ ହେଉଥିବାବେଳେ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିବା ସହ ସାଧାରଣ ଜୀବନକୁ ପ୍ରଭାବିତ କରିଛି । କଳସାଖମଣ, ଚଢେୟାପଲ୍ଲୀ, ନୂଆଗାଁ,
Read More...

କନ୍ଧମାଳରେ ପୁଣି ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡ଼ା : କନ୍ଧମାଳରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଦାରିଙ୍ଗବାଡି ବ୍ଲକ୍‌ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ୧୩ ବର୍ଷିୟ ନାବାଳିକାକୁ ସେହି ଗ୍ରାମର ଦୁଇଜଣ ଦୁଷ୍କର୍ମ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ପୀଡ଼ିତାଙ୍କ
Read More...

ସୁଜନ ନାଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାମଧୁନ କ୍ଲବ ଚାମ୍ପିୟନ

ସୁବର୍ଣ୍ଣପୁର :ସୋନପୁର ରୟାଲ ପଡିଆଠାରେ ଚାଲିଥିବା ଦଶମ ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଆଜି ଇଲେଭେନ ଷ୍ଟାର କଳାପଥର ଏବଂ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଖୁବ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ରାମଧୁନ କ୍ଲବ ସୋନପୁର ଦଳ ୩-୧ ଗୋଲ ରେ ବିଜୟୀ
Read More...

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶିବିରର ଦ୍ୱିତୀୟ ଦିବସ

ହରଭଙ୍ଗା :ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସ ଶିବିରର ଦ୍ୱିତୀୟ ଦିବସ । ପ୍ରାତଃ ଯୋଗଭ୍ୟାସ ଠାରୁ ସ୍ୱେଚ୍ଛାସେବୀ ମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଅଶୋକ କୁମାର ପାଣ୍ଡିଆ ଛାତ୍ରଛାତ୍ରୀମାନଙ୍କୁ
Read More...

ସିଉନୀ ଚାମ୍ପିଅନସିପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନୀ ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ରବିବାର ବାବେକୋହୋରା ସ୍ଥିତ ମା' ମଙ୍ଗଳା ମିନୀ ଷ୍ଟାଡିୟମ ଠାରେ ସିଉନୀ ଚାମ୍ପିଅନସିପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଉଦଘାଟନି ମ୍ୟାଚ୍‌ ଧର୍ମଗଡ଼ ଓ ଝାରକୁଣ୍ଡାମାଲ ଅନ୍ତ ୧୧ ମଧ୍ୟରେ
Read More...

ଧବଳେଶ୍ୱର ମହାଦେବଙ୍କ ଦାନ ହୁଣ୍ଡୀ ତାଡ଼ିନେଲେ ଦୁର୍ବୃତ୍ତ

ଘୁ.ଉଦୟଗିରି:- ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଧବଳେଶ୍ୱର ମହାଦେବଙ୍କ ମନ୍ଦିରରୁ ଗତକାଲି ଅର୍ଥାତ୍‌ ଶନିବାର ସାପ୍ତାହିକ ହାଟ ଯୋଗୁଁ ସହର ଜନଗହଳି ପୁର୍ଣ୍ଣ ଥିବା ବେଳେ ଦିନ ଦ୍ୱିପ୍ରହରରେ ଧବଳେଶ୍ୱର ମହାଦେବଙ୍କ ମନ୍ଦିରରେ ଥିବା ଦାନ ହୁଣ୍ଡିକୁ କେହି ଦୁର୍ବୃତ୍ତ ତାଡ଼ି ଚୋରୀ କରିନେଇଯାଇଥିବା
Read More...

ବାଚସ୍ପତିଙ୍କ ଦ୍ୱାରା ସିର୍କି ଇକୋ ପାର୍କ ଉଦ୍‌ଘାଟିତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମ ପୂର୍ବରୁ ପ୍ରକୃତିର ଅବଦାନ ରହିଥିବା ଜଳାଶୟ (ଡ୍ୟାମ) ଯାହା ସିର୍କି ଘାଇ ନାମରେ ପରିଚିତ । ବହୁ ପୂର୍ବରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସି ଏଠାରେ ପ୍ରତିବର୍ଷ ବଣ ଭୋଜିର ଆୟୋଜନ
Read More...

ଘୁ ଉଦୟଗିରିରେ ତୁଷାର ପାତ,ପାରଦ ୪.୬ ଡିଗ୍ରୀ

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଅଞ୍ଚଳରେ ଆଜି ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଥିବା ବେଳେ ଗତକାଲି ୭ ଡିଗ୍ରୀ ରହିଥିଲା । କିଛିଦିନର ବ୍ୟବଧାନ ପରେ
Read More...

ହରଭଙ୍ଗା ଅବକାରୀ ବିଭାଗର ବଡ ସଫଳତା

ହରଭଙ୍ଗା,୮/୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅବକାରୀ ଥାନା ଅଧିକାରୀ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶରେ ଏକ ଛ ଜଣିଆ ଟିମ ମହାଲିକପଡା ପଂଚାୟତର ଭାବପୂର ଗ୍ରାମଠାରୁ ଦୁଇ କିଲୋମିଟର ଦୂରରେ ଗଞ୍ଜାବଣିଆ ଡ୍ୟାମ ପାଖରୁ ବିପୁଳ ପରିମାଣର ଦେଶୀମଦ ତିଆରିକରୁଥିବା ଯଥା -ପ୍ଲାଷ୍ଟିକ ଡ୍ରମ, ହଣ୍ଡା,
Read More...