ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ, ଜଗନ୍ନାଥ ସେନା ବିକ୍ଷୋଭ ପ୍ରଦର୍ଶନ

ପୁରୀ : ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ । ଆସନ୍ତାକାଲି ମାନ୍ୟବର ହାଇକୋର୍ଟ ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିବେ । ଯାହା ଉପରେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ନଜର ରହିଛି । ତେବେ ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି
Read More...

ହରଭଙ୍ଗା ବ୍ଲକରେ ସରକାରୀ ଜାଗା
ଉଚ୍ଛେଦ କାର୍ଯ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ହରଭଙ୍ଗା: ସରକାରୀ ଜାଗା ଉଚ୍ଛେଦ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ବିଗତ ଦୁଇଦିନ ତଳେ ପ୍ରଥମ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକ ଆଡେ଼ଣିଗଡ଼ ଠାରେ ସରକାରୀ ଜାଗା ଉଛେଦ କାର୍ଯ୍ୟ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବାଣିଭୂଷଣପୁର ପଂଚାୟତ ଚାରିଛକର ଏନ୍‌ଏଚ-୫୭ ଉଭୟ
Read More...

ଆସିକା ସୁରି ମହାନ୍ତି ହତ୍ୟାକାଣ୍ଡ ଘଟଣାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ

ଗଞ୍ଜାମ : ୨୦୦୮ ଗଞ୍ଜାମ ଜିଲ୍ଲା ଆସିକା ର ବହୁଚର୍ଚ୍ଚିତ ସୁରି ମହାନ୍ତି ହତ୍ୟା ଘଟଣାର ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟ । ଦୀର୍ଘ ନଅ ବର୍ଷ ବିଚାରଣ ପରେ କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି ।ଏହି ଘଟଣାରେ ସମ୍ପୃକ୍ତ ସାତ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟ
Read More...

ଧାନକିଣାରେ ଅହେତୁକ ବିଳମ୍ବ, ଚାଷୀଙ୍କ ସହ ଆଲୋଚନା କଲେ କଂଗ୍ରସ ନେତା

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚାଷୀକୂଳଙ୍କ ସହିତ ଆଲୋଚନା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଓଡଗାଁ, ପାଣ୍ଡେରୀପଡା ଏବଂ ଗୋତିସାହି ପ୍ୟାକ୍ସ ଧାନମଣ୍ଡିକୁ ଯାଇ ଗ୍ରାଉଣ୍ଡ ଜିରୋରୁ ପ୍ରକୃତରେ ସୋସାଇଟି
Read More...

ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ପରିଦର୍ଶନ କଲେ ଯୋଗାଣ ଅଧିକାରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ପରିଦର୍ଶନ କଲେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା । ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ସକାଶେ ଆଜିଠାରୁ ଟୋକେନ୍‌ ଦେଇ ମିଲର ମାନେ
Read More...

ନିଲମ୍ବିତ ହେଲେ କୋମଣ୍ଡ ଆର୍‌ଆଇ,ଓଡ଼ଗାଁ ତହସିଲଦାରଙ୍କ ନାମରେ ପ୍ରୋସିଡ଼ିଂ ଆରମ୍ଭ

ଦଶପଲ୍ଲା : ଓଡ଼ଗାଁ ପ୍ରଶାସନ ଓ ନାଲିମାଟି ମାଫିଆଙ୍କ ମଧୁଚନ୍ଦ୍ରିକା ଧରାପଡିଲା । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓଡ଼ଗାଁ ତହସିଲଦାର ଓ କୋମଣ୍ଡ ଆରଆଇ ମିଳିତ ଭାବରେ କୋମଣ୍ଡ, ରୋହିବାଙ୍କ, ବାଦଭୁଇଁ ନାଲିମାଟି ପଥର ଖଣି ବୁଲିଦେଖିଲା ପରେ ଓଡ଼ଗାଁ ନାଲିମାଟି ମାଫିଆଙ୍କ ରାଜୁତି ଘଟଣା ଉପରେ ଆଜି
Read More...

ହକି ବିଶ୍ୱକପ ଟ୍ରଫିକୁ ବୌଦ୍ଧରେ ବିପୁଳ ସ୍ୱାଗତ

ବୌଦ୍ଧ,୦୩ା୧ : ବୌଦ୍ଧ ଜିଲ୍ଲାରେ ହକି ବିଶ୍ୱ କପ୍‌ ଟ୍ରଫିକୁ ବିପୁଳ ସ୍ୱାଗତ କରାଯାଇଛି । ଗତକାଲି ରାତ୍ରିରେ ମନମୁଣ୍ଡାଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ବିଶ୍ୱକପକୁ ସ୍ୱାଗତ କରାଯିବା ସହିତ ବୌଦ୍ଧ ପର୍ଯ୍ୟନ୍ତ ପାଛୋଟି
Read More...

ଦିବାକର ଦାସ ସ୍ମକ୍ଷରକୀ ପଠଗାରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର: ଜିଲ୍ଲା ସଦର ମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ଦିବାକର ଦାସ ସ୍ମାରକୀ ପାଠାଗାରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଉଦଘାଟକ ଭାବେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ
Read More...

ଡୋକରୀ ଚଞ୍ଚରାରେ ଡୋକରୀଦେବୀଙ୍କ ମଣ୍ଡେଇ ପର୍ବ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ମଙ୍ଗଳବାର ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାଳିତ ହୋଇଛି । ପ୍ରତିବର୍ଷ ନୂଆବର୍ଷର ପ୍ରଥମ ମଙ୍ଗଳବାର ଦିନ ଡୋକରୀ ଦେବୀଙ୍କ
Read More...

ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ,କୋସିଙ୍ଗା ସୁରିଙ୍ଗପଦର ଚାମ୍ପିଅନ୍‌

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ହାଇସ୍କୁଲ ଖେଳ ପଡ଼ିଆଠାରେ କାଉଡୋଲା ଫୁଟବଲ କ୍ଳବ ଆନୁକୂଲ୍ୟରେ ଚାଲିଥିବା ଚିନ୍ତାମଣି ସରାବୁ ସ୍ମାରକୀ ଆନ୍ତଃଜିଲ୍ଲା ନକଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି । ଫାଇନାଲ ଖେଳଟି କେସିଙ୍ଗା
Read More...