ବସ୍ ଚକା ତଳେ ଚାପି ହୋଇ ବୃଦ୍ଧଙ୍କ ମୃତ୍ୟୁ
ପୁରୀ : ଭୁବନେଶ୍ୱର ଜାତୀୟ ରାଜପଥର ମାଳତୀପାଟପୁର ନିକଟ ଅଗ୍ନି ଢ଼ାବା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ଚକା ତଳେ ବୃଦ୍ଧଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ପୁରୀ ସର୍ବୋଦୟ ନଗରର ପ୍ରଭାକର ମିଶ୍ର । ଜାତୀୟ ରାଜପଥ ବିଭାଗ ମରାମତି ପାଇଁ ରାସ୍ତା!-->…
Read More...
Read More...