ମର୍ନିଙ୍ଗ ୱାକର୍ସ ସଂଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳିତ

ସୁବର୍ଣ୍ଣପୁର : ସୋନପୁର ସ୍ମାର୍ଟ ପାର୍କ ଠାରେ ଇଂରାଜୀ ନବ ବର୍ଷ ପାଳନ କରାଯାଇଥିଲା । ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା , ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ଅତିଥି ଭାବରେ ଯୋଗ ଦେଇ ମର୍ନିଙ୍ଗ ୱାକର୍ସଙ୍କ ସମାବେଶ ଓ ଏକତାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ସମସ୍ତେ
Read More...

ଯୁବକଙ୍କୁ ଗଳାକାଟି ହତ୍ୟା,କାରଣ ଅସ୍ପଷ୍ଟ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ତଅଁଲା ଗାଁ ନିକଟ ଏକ ନାଳରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ । ଉଦ୍ଧାର ମୃତଦେହ ତଅଁଲା ଗାଁର ପୁରୋଷୋତ୍ତମ ବେହେରା । ତେବେ କିପରି ଭାବରେ ଯୁବକଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଘେରର ଥିବାବେଳେ ବେଲପଡା
Read More...

ନୂତନ ବର୍ଷର ଅଭିନନ୍ଦନ ଜଣେଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ମାନବାଧିକାର ମିଶନର ସଭାପତି ବିରାଜ କୁମାର ପ୍ରଧାନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଶୃଙ୍ଖଳିତ ଆଲୋଚନା ଏବଂ ସହଯୋଗ କ୍ରମେ ୨୦୨୩ ନୂତନ ବର୍ଷ ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ, ଟାଉନ ଥାନା ଅଧିକାରୀ,ସଦର ଥାନା ଅଧିକାରୀ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ
Read More...

ଆଇଆରବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ, ପ୍ରେସକ୍ଳବ ପକ୍ଷରୁ ଏସପିଙ୍କୁ ଦାବିପତ୍ର

ଫୁଲବାଣୀ : ଦୈନିକ ହୀରାଞ୍ଚଳର କନ୍ଧମାଳ ପ୍ରତିନିଧି ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ଜଣେ ଆଇଆରବି ଯବାନ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଲିଖିତ ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ
Read More...

ଟ୍ରକକୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

ହରଭଙ୍ଗା : ପୁରୁଣା ବର୍ଷ ଯାଇ ନୂଆଁବର୍ଷ ଆସିବା ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ବସରେ ଥିବା ୪୦ ଯାତ୍ରୀ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି । ସୂଚନା ମତେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ହରେକୃଷ୍ଣପୁର ବ୍ରିଜ ନିକଟରେ ଏକ
Read More...

ବସ୍‌-ଏସ୍‌ୟୁଭି ଧକ୍କା; ୯ ମୃତ, ୨୮ ଆହତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଗୁଜରାଟର ନବସାରୀ ଜିଲ୍ଲାରେ ଗୋଟାଏ ବସ୍‌ ଓ ଏସ୍‌ୟୁଭି ପରସ୍ପର ସହିତ ଧକ୍କା ଖାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୨୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସଂଗୃହୀତ ସୂଚନା ଅନୁସାରେ, ସୁରତରେ ଅନୁଷ୍ଠିତ ‘ପ୍ରମୁଖ ସ୍ବାମୀ ମହାରାଜ ଶତାବ୍ଦୀ
Read More...

ପ୍ରକାଶ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ଫୁଲବାଣୀ ଚାମ୍ପିୟନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ଦ୍ୱାରା ଆୟୋଜିତ ୧୩ତମ ପ୍ରକାଶ ସ୍ମାରକ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପୁରୁଣାକଟକ ଓ ଫୁଲବାଣୀ ପିଙ୍କ ଡ୍ରାଗନ ମୁହାମୁହିଁ ହୋଇଥିଲେ । ଏଥିରେ ଫୁଲବାଣୀ ଦଳ ବିଜୟୀ
Read More...

ରାୟଗଡାରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କଲା ଜିଲ୍ଳା ପ୍ରଶାସନ

ରାୟଗଡା: ଏଫ.ଆଇ.ଏଚ.ପୁରୁଷ ହକି ବିଶ୍ୱ କପର ଟ୍ରଫିକୁ ଆଜି ରାୟଗଡା ଜିଲ୍ଳା ସଦର ମହୁକମା ଠାରେ ମହା ସମାରୋହ ସହିତ ଭବ୍ୟ ସ୍ୱାଗତ କରିବା ପରେ ସହର ପରିକ୍ରମା କରାଯାଇଥିଲା । ପରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଆଇପିଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଂଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଗତସିଂହପୁର
Read More...

ମନେରେଗାରେ କାମ ଯୋଗାଇ ଦେବାକୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ସରମୁହାଣ ଶ୍ରମିକ

ପାଟଣାଗଡ : ସରକାର ମନରେଗା ଯୋଜନାରେ ଶହେ ଦିନର କାମ ଯୋଗାଉଥିବାବେଳେ ଶହେ ଦିନର କାମ ସରିଯିବା ପରେ ଏବେ କାମ ନପାଇ ଶ୍ରମିକମାନେ ଘରେ ବସିଛନ୍ତି । ପେଟ ପୋଷିବା ପାଇଁ ତାଙ୍କରର ଅନ୍ୟ ଉପାୟ କିଛି ନଥିବାରୁ ସେମାନେ ଆଜି ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି । ଶ୍ରମିକ ମାନେ ହେଲେ ପାଟଣାଗଡ଼
Read More...