ସୁସ୍ଥ ହେଉଛନ୍ତି ଋଷଭ ପନ୍ତ
ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ ବ୍ୟାଟସ୍ମ୍ୟାନ୍ ଋଷଭ ପନ୍ତ। ବଡ ଧରଣର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ଏବେ ସ୍ଥାନାନ୍ତର!-->…
Read More...
Read More...