ଘୁ.ଉଦୟଗିରି ଏନଏସି ୬ନଂ ୱାର୍ଡ କାଉନସିଲର ପଦବୀ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି

ଘୁ ଉଦୟଗିରି: ଗତ ୫ମାସ ହେଲା ଘୁ.ଉଦୟଗିରି ଏନଏସିର ୬ନଂ ୱାର୍ଡର ଖାଲି ପଡିଥିବା କାଉନସିଲର ପଦବୀ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଗତ ଜୁଲାଇ ୧୫ତାରିଖ ଦିନ ୬ନଂ ୱାର୍ଡର ବିଜେଡି ଦଳର ବୁଲିଅନ ନାୟକଙ୍କ ଅକାଳ ବିୟୋଗ ହୋଇଯାଇଥିଲା । ଏହାପରେ ଏହି
Read More...

ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର : ଶ୍ରମମନ୍ତ୍ରୀ

ଫୁଲବାଣୀ: ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୨୨ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟ ବିଜୁ
Read More...

ବିଜେପି ରାଜ୍ୟ ସଭାପତିଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ,୨୦/୧୨- ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର କୁମାର ମହାନ୍ତିଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ବୌଦ୍ଧ ବିଧାନସଭାର ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ବିଜେପି ପଦାଧିକାରୀ, ମୋର୍ଚ୍ଚା ସଭାପତି, ଶକ୍ତି କେନ୍ଦ୍ର ଗୁଡ଼ିକର ତ୍ରିଦେବଙ୍କ
Read More...

ଖାଦ୍ୟ ଓ ସୁରକ୍ଷା ଅଧିକାରୀଙ୍କ ବିଭିନ୍ନ ଦୋକାନ ଯାଞ୍ଚ

ଘୁ ଉଦୟଗିରି: ସ୍ଥାନୀୟ ସହରରେ ଜିଲ୍ଲା ଖାଦ୍ୟ ଏବଂ ସୁରକ୍ଷା ଅଧିକାରୀ ଶ୍ରୀ ସତ୍ୟବ୍ରତ ସେଣ୍ଡଙ୍କ ନେତୃତ୍ୱରେ ଘୁ ଉଦୟଗିରି ସହରର ବିଭିନ୍ନ ଖାଦ୍ୟ ଦୋକାନ ଓ ହୋଟେଲ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି । ଯାଞ୍ଚ ସମୟରେ ବନ୍ଧ ଛକ ନିକଟରେ ରହିଥିବା ଦୋକାନ ଓ ହୋଟେଲମାନଙ୍କରେ ଯାଞ୍ଚ ହୋଇଥିଲା
Read More...

ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜକୁ ଗୃହରେ ନୂଆ ଦାୟିତ୍ୱ ଦିଆଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର୍‍ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାର ସ୍ୱାଧିକାର କମିଟିର ସଦସ୍ୟଭାବେ ମନୋନୀତ କରିଛନ୍ତି । ପୂର୍ବରୁ ବିଜେଡି ସାଂସଦ ଡକ୍ଟର ସସ୍ମିତ
Read More...

ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା!

କଂଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ଯାହା ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟିକରିଛି  । ମମିତା ମେହେର ହତ୍ୟାକୁ ନେଇ ସାରା ରାଜ୍ୟ ସରଗରମ ହୋଇଯାଇଥିଲା ।
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୪ତମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରବୀନ କୁମାର ମିଶ୍ର, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ତଥା ପ୍ରଧାନ ଆଚାର୍ଯ୍ୟ
Read More...

ଖପ୍ରାଖୋଲ ଧନୁଯାତ୍ରା ମହୋତ୍ସବରେ କଂସ ଦରବାର, ଆକର୍ଷଣୀୟ ମିନା ବଜାର ଓ ଯାଦୁ ଖେଳରେ ପ୍ରବଳ ଭିଡ

ଖପ୍ରାଖୋଲ : ଖପ୍ରାଖୋଲ ଧନୁଯାତ୍ରା ମହୋତ୍ସବକୁ ଆକର୍ଷଣୀୟ କରିବା ନେଇ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁସଜ୍ଜିତ ମଞ୍ଚ, ରଙ୍ଗିନ ଆଲୋକମାଳା ସହିତ ସାଜସଜ୍ଜାରେ ମହୋତ୍ସବ ଅଞ୍ଚଳ ଝଳସି ଉଠୁଛି । ମହୋତ୍ସବ ଉପଳକ୍ଷେ କଂସ ଦରବାର ଅନୁଷ୍ଠିତ ହେଉଥିବା ବେଳେ
Read More...

ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସରକାରୀ ଦେଶୀ ମଦ ଦୋକାନ,ସାଧାରଣରେ ଅସନ୍ତୋଷ

କୁକୁଡ଼ାଖଣ୍ଡି:ରାଜ୍ୟ ସରକାର ଜନ ସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ତେବେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ହୁଗୁଳାପଟା ପଞ୍ଚାୟତର ଚଣ୍ଡୀପଦର ନିକଟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ଏକ ସରକାରୀ
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

କୋକସରା: ଅଜଣା ଗାଡି ଧକ୍କାରେ ଗୁରୁତର ବୃଦ୍ଧଙ୍କୁ ବୁର୍ଲା ମେଡିକାଲ ନେବା ସମୟରେ ବାଟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ସୂଚନା ଅନୁସାରେ, ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଡଙ୍ଗରୀଗୁଡା ଛକ ନିକଟରେ ଶନିବାର ସନ୍ଧ୍ୟାରେ କାଶିବାହାଲ ପୁଝାରୀପଡାର ବୃଦ୍ଧ କାର୍ତ୍ତିକ
Read More...