ଦୁର୍ଘଟଣାରେ ଦମ୍ପତି ଗୁରୁତର

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ନିକଟରେ ସଡକ ଦୁର୍ଘଟଣାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର । ଗୁରୁତର ଦମ୍ପତି ହେଲେ ଟିଟିଲାଗଡର ସାଥର୍କ ମିଶ୍ର ଓ ତାଙ୍କ ସ୍ତ୍ରୀ ସୀମା ମିଶ୍ର । ସ୍ୱାମୀ ସ୍ତ୍ରୀ ଦୁହେଁ ଏକ କାର ଯୋଗେ ପଦ୍ମପୁର
Read More...

ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରବେନ୍‌‌ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଥମ ରିପୋର୍ଟ ଅନୁଯାୟୀ, ନିୟମିତ ସ୍ୱାସ୍ଥ୍ୟ
Read More...

ପଞ୍ଜିକୃତ ଚାଷୀଙ୍କୁ ମେସେଜ ନ ଆସିବା ନେଇ ଚିନ୍ତାରେ ଚାଷୀ

ପାରଳାଖେମୁଣ୍ଡି,୨୮/୧୨- ଗଜପତି ଜିଲ୍ଲାରେ ବର୍ତ୍ତମାନ ଖରିଫ ଋତୁର ବିକ୍ରୟ ସକାଶେ ସମବାୟ ସମିତି ଜରିଆରେ ଚାଷି ପଞ୍ଜିକୃତ କଲାପରେ ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ ଚାଷୀକୁ ମେସେଜ ନ ଆସିବା ନେଇ ଚାଷୀ ଆଶାଆଶଙ୍କାରେ ରହିଛି । ଚାଷୀଙ୍କ ଧାନ ବିକ୍ରି ସକାଶେ ଏବେସୁଦ୍ଧା ଧାନ ମଣ୍ଡି
Read More...

ବିଜେଡିର ଜିଲ୍ଲା ସଂପାଦକ ଭାବେ ପୂର୍ଣ୍ଣ ମହାପାତ୍ରଙ୍କୁ ଦାୟିତ୍ୱ

ନବରଙ୍ଗପୁର:-ନବରଙ୍ଗପୁର ସହରର ଜଣେ ବରିଷ୍ଠ ସଂଗଠକ, ସମାଜସେବୀ ତଥା ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ବିଜୁ ଜନତା ଦଳର ସଂପାଦକ ଭାବେ ମନୋନୀତ କରିଛନ୍ତି ।
Read More...

ବିଶ୍ୱ କପ୍ ହକି ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,:ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଲାଗି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଚେନ୍ନାଇ ଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ
Read More...

ତିଲେଶ୍ୱର କପ୍‌ : ଆଜି ଫାଇନାଲରେ ଭୁବନେଶ୍ୱରକୁ ଭେଟିବ ଭଦ୍ରକ

ହରଭଙ୍ଗା :ହରଭଙ୍ଗା ବ୍ଲକ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ତିଲେଶ୍ୱର ଫ୍ରେଣ୍ଡସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୨୦୨୨ତିଲେଶ୍ୱର କପର ଷଷ୍ଠ ଦିନରେ ବିଏସଏସ ଫୁଟବଲ କ୍ଳବ ଭଦ୍ରକ ସହିତ ସାଇ ସ୍ପୋଟିଙ୍ଗ ବଲାଙ୍ଗୀର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା ଏବଂ ୨-୧ଗୋଲରେ ଭଦ୍ରକ ବିଜୟୀ ହୋଇ
Read More...

ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ବୁଧବାର ସକାଳେ ଜାମ୍ମୁ-କାଶ୍ମୀରର ସିଧରା ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଘଟଣାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୋଟିଏ ଦିନ ପୂର୍ବେ ଉଧମପୁର ଜିଲ୍ଲାରେ ୧୫ କିଲୋଗ୍ରାମର ବିସ୍ଫୋରକ ନିଷ୍କ୍ରିୟ କରାଯାଇଥିଲା। ପୋଲିସ୍ ଅନୁଯାୟୀ,
Read More...

ଆଜି ରାତିରୁ ଶୀତ ବଢ଼ିବ, ୩୧ରେ ପୁଣି କମିବ

ଭୁବନେଶ୍ଵର : ବୁଧବାର ରାତିରୁ ଶୀତ ବଢ଼ିବ । ବହୁ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଉତ୍ତର ଆଭ୍ୟନ୍ତରରେ ସବୁଠାରୁ ଅଧିକ ଶୀତ ରହିବ । ତେବେ ୩୧ ରାତିରେ ଶୀତ ପୁଣି କମିବବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ୮ଟି ଜିଲ୍ଲାରେ ଅସ୍ୱାଭାବିକ ରାତି ତାପମାତ୍ରା
Read More...

ଆନ୍ତର୍ଜାତୀୟ ସ୍କୁବା ଡ୍ରାଇଭରଙ୍କୁ ସମ୍ବର୍ଦ୍ଧନା

ପୁରୀ : ପୁରୀର ଆନ୍ତର୍ଜାତୀୟ ସ୍କୁବା ଡ୍ରାଇଭର ହ୍ୟାରି ରାଓ ଏବଂ ସୋଆ ବିଶ୍ୱ ବିଦ୍ୟାଳୟର ଆଇନ ଛାତ୍ର ତଥା ଅନ୍ୟତମ ଆନ୍ତର୍ଜାତୀୟ ସ୍କୁବା ଡ୍ରାଇଭର ଓ ସ୍ୱୀମର ଶୋଭନ ମହାନ୍ତିଙ୍କୁ ଏମଟିଜି ଗ୍ରୁପ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗ୍ରୁପ୍‌ ର ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ସରୋଜ
Read More...

ଜାତୀୟ ଗ୍ରାହକ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବୈଧ ମାପ ବିଜ୍ଞାନ ବିଭାଗ ଗଜପତିଙ୍କ ମିଳିତ ଆନୁକୂଲ୍ୟରେ କାଶୀ ନଗର ବ୍ଳକ ପୁରୁଟି ଗୁଡା ଗ୍ରାମଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଜାତୀୟ ଗ୍ରାହକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୁର୍ଯ୍ୟୋଧନ ପଟେଲ
Read More...