“କୋସଲିଡେରା’ର ବାର୍ଷିକ ଉତ୍ସବ ପାଳିତ

ପାଟଣାଗଡ: ରବିବାର ଦିନ କୁତମୁଣ୍ଡା କାହ୍ନା ନର୍ସରୀ ଠାରେ ଅଗ୍ରଣୀ କୋସଲି ସାହିତ୍ୟ ଅନୁଷ୍ଠାନ କୋସଲିଡେରାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ ସଭାପତତ୍ୱ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ରଘୁନାଥ ମିଶ୍ର, ଅଧ୍ୟାପକ ବ୍ରଜମୋହନ ମେହେର ମୁଖ୍ୟ
Read More...

ପୁରୀ କେନାଲ କ୍ଲବ୍‌ ପକ୍ଷରୁ ଡଗ୍‌ ସୋ

ପୁରୀ : ପୁରୀରେ ଆୟୋଜିତ ହୋଇଛି ଡଗ ସୋ । କୁକୁରଙ୍କ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପୁରୀ କେନାଲ କ୍ଲବ୍‌ ପକ୍ଷରୁ ଆୟୋଜିତ ଯୋଇଛି ଡଗ ସୋ ।ଏକ ସଙ୍ଗରେ ଭିନ୍ନ ଭିନ୍ନ ପ୍ରଜାତିର କୁକୁର ମାନେ ଏକତ୍ରିତ ହୋଇଥିବା ବେଳେ ଏହା କୁକୁର ପ୍ରେମୀ ମାନଙ୍କୁ ବେଶ ଆକର୍ଷିତ କରିଥିଲା ।
Read More...

ପୁଣି ରକ୍ତମୁଖା ହେଲା ଲାଲ୍‌ ବାହିନୀ,
ପୋଲିସ୍‌ ଇନଫର୍ମର ସନ୍ଦେହରେ ଦିନ ଦ୍ୱିପହରରେ ଜଣଙ୍କୁ ଗୁଳିକରି ନିର୍ମମ ହତ୍ୟା

ବାଲିଗୁଡ଼ା:ପୁଣି ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏହି ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁରେ ଘଟିଛି । ବିଚ୍‌ ରାସ୍ତାରେ ଠିକାଦାରଙ୍କୁ ଗୋଡ଼ାଇ
Read More...

ଡବ୍ଲ୍ୟୁଟିସି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ, ଜାଣନ୍ତୁ ଅନ୍ୟ ଦଳର କେମିତି ଅଛି ସ୍ଥିତି

ନୂଆଦିଲ୍ଲୀ : ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦୁଇ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଅନ୍ୟପକ୍ଷରେ ଭାରତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ଅତି ସହଜରେ ୧୮୮ ରନରେ ଜିତିଥିଲା । ଏହି ଦୁଇଟି ଫଳାଫଳ ଭାରତକୁ ବହୁତ ଫାଇଦା
Read More...

ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍ ମୋର୍ମୁଗାଓ

ନୂଆଦିଲ୍ଳୀ: ବଢ଼ିବ ଭାରତୀୟ ନୌସେନାର ଶକ୍ତି। ଥରହର ହେବେ ଶତ୍ରୁ। ସମୁଦ୍ରରେ ନିଜର ଉପସ୍ଥିତି ଜାହିର କରିବ ଭାରତର ବାହୁବଳୀ ଆଇଏନ୍‌ଏସ୍ ମୋର୍ମୁଗାଓ। ଆଜି ନୌସେନାରେ ସାମିଲ ହେଲା ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ।
Read More...

“ହୀରାଞ୍ଚଳ’ର ପ୍ରଭାବ, କୁନ୍ତଳାଙ୍କୁ ମିଳିଲା ରାସନ କାର୍ଡ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସାନଉଡେନ ଗାଁର କୁନ୍ତଳା ତାଣ୍ଡି ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ସେ ଅନେକ ଥର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ ହେବା ନେଇ ଅର୍ଥାତ୍‌ ରାସନ କାର୍ଡ ପାଇଁ ପ୍ରଶାସନ ପାଖରେ ଗୁହାରି କରିଥିଲେ । ଏ ନେଇ ଏକ
Read More...

ଘାସ ଲତାରେ ଲୁଚି ଗଲାଣି ହରିଶଙ୍କର ଶିଶୁ ଉଦ୍ୟାନ : ପ୍ରଶାସନ ସାଜିଛି ନିଦାବିଷ୍ଣୁ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଥିବା ଶିଶୁ ଉଦ୍ୟାନଟି ଘାସ ଲତା ମାଡ଼ି ଯାଇ ସମ୍ପୂର୍ଣ୍ଣ ଲୁଚିଯାଇଥିବା ଦେଖିବାକୁ ମିଳିଛି । ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ଖତ ଖାଉଛି । ସୂଚନା ଅନୁସାରେ ୭ ବର୍ଷ ତଳେ
Read More...

ପ୍ରଥମ ଟେଷ୍ଟ: ବାଂଲାଦେଶକୁ ହରାଇଲା ଭାରତ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ହୋଇଛି ଭାରତ। ବାଂଲାଦେଶକୁ ଦଳ ୧୮୮ ରନ୍‌ରେ ପରାସ୍ତ କରିଛି। ଏହା ସହିତ ୨ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦୁଇଟି ଯାକ ଇନିଂସରେ ମିଶି ୮ଟି ୱିକେଟ୍ ନେଇଥିବା କୁଲଦୀପ ଯାଦବଙ୍କୁ ମ୍ୟାନ୍
Read More...

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ, ବିଭିନ୍ନ ଯୋଜନାର କଲେ ସମୀକ୍ଷା

ଭବାନୀପାଟଣା: ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଭାରପ୍ରାପ୍ତ ସଚିବ ଆକଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସତ୍ୟବ୍ରତ ସାହୁ ଜିଲ୍ଲାର ବିଭିନ୍ନ ବିଭାଗ ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି, ଜଳ ସମ୍ପଦ, ପ୍ରାଣୀ
Read More...

ଫିଫା ବିଶ୍ୱକପ୍‌: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ ଟକ୍କର

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ର ଆଜି ହେଉଛି ଫାଇନାଲ ମୁକାବିଲା। ରାତି ସାଢ଼େ ୮ଟାରେ କତାରର ଲୁସାଇଲ ଆଇକନିକ ଷ୍ଟାଡିୟମରେ ଅନୁଷ୍ଟିତ ହେବ ଫାଇନାଲ ମ୍ୟାଚ। ଫୁଟବଲ ରାଙ୍କିରେ ୪ ନମ୍ବରରେ ଥିବା ଫ୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେଣ୍ଟିନାକୁ ଭେଟିବ। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ଉଭୟ ଦୁଇଟି
Read More...